ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ପ୍ରବାହ ଜାରୀ, ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଶୀତ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଘନ କୁହୁଡି ଦ୍ବାରା ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି। ପାଣିପାଗ ବିଭାଗ ଅନୁସାରେ ଆଜି ସକାଳେ ରାଉରକେଲାରେ ସବୁଠାରୁ ଅତିଘନ କୁହୁଡି ପରିଲକ୍ଷିତ ହୋଇଥିଲା। ଆଜି ରାଜ୍ୟର ଅନୁଭୂତ ହୋଇଥିବା ବିଭିନ୍ନ ସ୍ଥାନରେ କୁହୁଡି ଏବଂ ଦୃଶ୍ୟମାନ ଦୂରତା ହେଲା

ଅତିଘନ କୁହୁଡି

ରାଉରକେଲା : ୪୦ମିଟର

ଘନକୁହୁଡି

ନୟାଗଡ: ୬୦ ମିଟର

ଫୁଲବାଣୀ: ୮୦ ମିଟର

କୋରାପୁଟ: ୧୦୦ ମିଟର

କଟକ:୧୦୦ ମିଟର

ମଧ୍ୟମ ଧରଣର କୁହୁଡି

ଭୁବନେଶ୍ୱର: ୪୦୦ ମିଟର

ଅନୁଗୁଳ: ୨୦୦ ମିଟର

ଢେଙ୍କାନାଳ: ୨୦୦ ମିଟର

ଖୋର୍ଦ୍ଧା: ୨୦୦ ମିଟର

Share This Article