Look Back 2023: ବରିଷ୍ଠ ଆଇଏଏସ ପ୍ରଦୀପ ଜେନା ରାଜ୍ୟର ମୁଖ୍ୟ ଶାସନ ସଚିବ

Odisha Hot News
1 Min Read

ଭୁବନେଶ୍ବର: ଆଉ କିଛିଦିନ ପରେ ଶେଷ ହେବ 2023 ମସିହା। ତେବେ ଏହି ପୁରୁଣା ବର୍ଷଟି ମଧ୍ୟ ଥିଲା ବେଶ ଘଟଣା ବହୁଳ। ଏହି ବର୍ଷ ଫେବୃୟାରୀ ବରିଷ୍ଠ ଆଇଏଏସ ପ୍ରଦୀପ ଜେନା ପରବର୍ତ୍ତି ମୁଖ୍ୟ ଶାସନ ସଚିବ ହେବେ ବୋଲି ଘୋଷଣା ହୋଇଥିଲା।

ସମୀକ୍ଷା 2023 ରେ ପ୍ରକାଶ ପାଇଥିବା ରିପୋର୍ଟ ପଢିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ

୧୯୮୯ ବ୍ୟାଚର ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ମାର୍ଚ୍ଚ ୧ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଶ୍ରୀ ଜେନା ସେତେବେଳେ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର ଦାୟିତ୍ବରେ ଥିଲେ। ସେହିପରି ବରିଷ୍ଠ ଆଇଏଏସ ଅଫିସର ଅନୁ ଗର୍ଗଙ୍କୁ ଡିସି ଭାବେ ନିଯୁକ୍ତି ଦିଆଯିବ ବୋଲି ଘୋଷଣା ହୋଇଥିଲା।

Share This Article