ଭୁବନେଶ୍ୱର : ରାଜ୍ୟରେ ଆଜି ୫ କରୋନା ଆକ୍ରାନ୍ତ ଚିହ୍ନଟ । ଭୁବନେଶ୍ୱର ଝାରପଡ଼ାର ୫୦ ବର୍ଷୀୟ ଯୁବକଙ୍କ ନମୂନା ଆସିଲା ପଜିଟିଭ୍ । ଆକ୍ରାନ୍ତ ଯୁବକ ଜଣକ ୪୨ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ଦେଲେ । ଆଉ ତିନିଜଣ ବମିଖାଲ ଅଞ୍ଚଳର । ସେମାନଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ୫୧ ଓ ୭୦ ବର୍ଷୀୟ । ଏବଂ ଜଣେ ମହିଳା ୫୧ ବର୍ଷୀୟ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଡକ୍ଟର ବିଜୟ ମାହାପାତ୍ର ।ତେବେ ପୂର୍ବରୁ ଆଜି ସକାଳୁ ଯାଜପୁର ଅଞ୍ଚଳରୁ ଚିହ୍ନଟ ହୋଇଥିଲେ ଆଉ ଜଣେ କରୋନା ଆକ୍ରାନ୍ତ । ବର୍ତ୍ତମାନ ଆଉ ୪ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଁଚିଲା । ତେବେ ପ୍ରତିଦିନ ଅଧିକରୁ ଅଧିକ ନମୂନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଡକ୍ଟର ବିଜୟ ମାହାପାତ୍ର ।
ରାଜ୍ୟରେ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ଭୁବନେଶ୍ୱରର, ଓଡ଼ିଶାରେ ୬୦ରେ ପହଁଚିଲା
- Advertisement -
Stay Connected
Comment
- JeremySer on ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବିରୋଧୀ !
- ThomasTUTTY on ଆସନ୍ତା ୬ ତାରିଖରେ ସୋନପୁର ଆସିବେ ପ୍ରଧାନମନ୍ତ୍ରୀ
- EugenesEn on ରଥଖଳା ଚଳଚଞ୍ଚଳ, ଦ୍ବିତୀୟ ଭୁଇଁ ଉଠିବ ଆଜି
- MarquisChife on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- AllanWed on ପୋଲିସ ଡିଜି ଅଭୟଙ୍କ ଅଚାନକ ବ୍ରହ୍ମପୁର ଗସ୍ତ

Free sex movies with thumbsDick tracy movie photosCustoms us virgin islandsRobust
asiansSmall tits kaylynnVintage ribbon micsOutdoor adult clips xnxx Submissive asian female escortChristopher george nude tvOdor and uncomfort
of vaginaJapanesee teen porn videoCuckold sex tgpAmateur rocketry
videosGirls chicks dick bet buddies cruising guys laid made sackBig boob licked
https://xxxcams.cc/ Facial recontouringSalma hyke fuckWeight ranges for teen girlsIndian indianpornmovies pussyAdult
pranks april foolsNaughty teen assJasamine big tit patrol sir rodneyIsraeli tgpIntimate analAdult adoption louisiana xnxx White women fre porn videosCash fuck husband watchErotic ghost story ii 1991Vaginal bleeding in toddlerPip breast implants by dr mcclintock935 moby dickGelee sexyFinancial
assitance for breast cancer patientHairy larryFree indian sexy video