ଭୁବନେଶ୍ବରରେ ପହଞ୍ଚିଲେ ଅଭିନେତା ତଥା ସମାଜସେବୀ ସୋନୁ ସୁଦ, ଜାଣନ୍ତୁ କାହିଁକି

Odisha Hot News
0 Min Read

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଖ୍ୟାତ ଅଭିନେତା ତଥା ସମାଜସେବୀ ସୋନୁ ସୁଦ। ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଧରିତ୍ରୀର ସଂପାଦକ ତଥାଗତ ଶତପଥୀ ଏବଂ ଆଦ୍ୟାଶା ଶତପଥୀ ସ୍ବାଗତ କରିଥିଲେ।

ଆସନ୍ତାକାଲି ଓଡିଆ ଦୈନିକ ଖବରକାଗଜ ଧରିତ୍ରୀ ତରଫରୁ ଆୟୋଜିତ ହେଉଥିବା ୟୁଥ୍ କନକ୍ଲେଭରେ ସେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଗ୍ରାମୀ ପୁରସ୍କାର ପ୍ରାପ୍ତ ସଂଗୀତଜ୍ଞ ରିକି କେଜ ମଧ୍ୟ ଯୋଗ ଦେବେ।

Share This Article