ଆଜି ଘୋଷଣା ହେବ ବିଧାନସଭା ନିର୍ବାଚନ ତାରିଖ, ଜାଣନ୍ତୁ କେତେବେଳେ

Odisha Hot News
0 Min Read

ନୂଆଦିଲ୍ଲୀ: ଆଜି ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ନିକଟରେ ପାଞ୍ଚୋଟି ରାଜ୍ୟର ବିଧାନସଭା କାର୍ଯ୍ୟ କାଳ ଶେଷ ହେଉଛି। ସେହି ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ ଭାରତ ନିର୍ବାଚନ ଆୟୋଗ।

ଆଜି ଦିନ 12 ଟା ବେଳେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏହି ଘୋଷଣା କରାଯିବ ବୋଲି ଗଣମାଧ୍ୟମକୁ ଜଣାଇ ଦିଆଯାଇଛି। ଆସନ୍ତା ଡିସେମ୍ବରରେ ପାଞ୍ଚୋଟି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ସେଗୁଡିକ ହେଲା ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ମିଜୋରାମ।

Share This Article