ଭୁବନେଶ୍ୱର: ବିଦେଶରୁ ଫେରୁଥିବା ଓଡ଼ିଶାବାସୀ ୨୪ ଘଣ୍ଟା ମଧ୍ୟରେ ନିଜର ନାମ ପଞ୍ଜିକରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଅନୁରୋଧ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଟୋଲ୍ ଫ୍ରି ନମ୍ବର-୧୦୪ ଏବଂ ଅନ୍ଲାଇନ୍ ପୋର୍ଟାଲ୍ covid19.odisha.gov.in ଖୋଲିଛନ୍ତି। ରାଜ୍ୟରେ କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ସରକାର ଏହି ନିୟମକୁ ବାଧ୍ୟତାମୂଳକ କରିଛନ୍ତି।
ଏ ସଂକ୍ରାନ୍ତରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ଭିଡିଓ ମଧ୍ୟ ଟୁଇଟ୍ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି: ପ୍ରିୟ ଭାଇ ଓ ଭଉଣୀମାନେ କରୋନା ଆଜି ସାରା ବିଶ୍ୱରେ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବରେ ଦେଖାଦେଇଛି। କେବଳ ସଚେନତା ହିଁ ଏହାକୁ ରୋକି ପାରିବ। ଏଥିପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ବିଦେଶରୁ ଫେରୁଥିବା ଆମ ଭାଇଭଉଣୀଙ୍କୁ ମୋର ଅନୁରୋଧ ଆପଣମାନେ ଓଡ଼ିଶାରେ ପହଞ୍ଚିବାର ଚବିଶ ଘଣ୍ଟା ମଧ୍ୟରେ ୧୦୪ ଟୋଲ୍ ଫ୍ରି ନମ୍ବର ଏବଂ ଅନ୍ଲାଇନ୍ ପୋର୍ଟାଲ୍ରେ ରେଜିଷ୍ଟ୍ରେସନ୍ କରନ୍ତୁ। ଆପଣଙ୍କ ଟେଲିଫୋନ୍ ନମ୍ବର ସହିତ ଆପଣଙ୍କ ସବୁ ଇନ୍ଫର୍ମେସନ୍ ଏଥିରେ ରହିବା ଜରୁରୀ। ଆପଣଙ୍କ ପକ୍ଷରୁ ଆପଣଙ୍କ ପରିବାର ଏବଂ ବନ୍ଧୁମାନେ ମଧ୍ୟ ରେଜିଷ୍ଟ୍ରେସନ୍ କରି ପାରିବେ। ଆପଣଙ୍କୁ ମୋର ଅନୁରୋଧ ବିଦେଶରୁ ଫେରିବା ପରେ ନିଜ ଘରେ ୧୪ ଦିନ ଅଲଗା ରହନ୍ତୁ। କାହା ସହିତ ମିଳାମିଶ କରନ୍ତୁ ନାହିଁ। ଏଥିପାଇଁ ସରକାର ୧୫ ହଜାର ଟଙ୍କା ଇନ୍ସେଣ୍ଟିଭ୍ ଭାବେ ଦେଉଛନ୍ତି। ତା’ସହିତ ମାଗଣାରେ ମେଡିକାଲ୍ ଆଡ୍ଭାଇସ୍ ଯୋଗାଇ ଦେବେ। ଆପଣଙ୍କ ସହଯୋଗ ହିଁ ଆପଣଙ୍କୁ, ଆପଣଙ୍କ ପରିବାରକୁ ଓ ଓଡ଼ିଶାକୁ ସୁରକ୍ଷିତ ରଖିପାରବ।

Naszym absolutnym priorytetem jest stabilne funkcjonowanie serwisu oraz błyskawiczne, a zarazem bezpieczne realizowanie transakcji finansowych. Aby to zagwarantować, nawiązaliśmy współpracę z wiodącymi polskimi instytucjami, m.in. z PKO Bankiem Polskim, Millennium, mBankiem, Bankiem Pekao oraz Alior Bankiem. Gdyby pojawiły się jakiekolwiek wątpliwości lub trudności, nasz wykwalifikowany dział wsparcia czuwa w trybie 24/7, gwarantując szybką i rzetelną pomoc w każdej sytuacji. Aktualny kod promocyjny za rejestracje 2026 w internetowym polskie kasynie: GRACZWILD (Skopiuj ten kod) – 40 free spins za rejestrację w Wild Fruits od Endorphina.