ଭୁବନେଶ୍ୱର : ମାରାତ୍ମକ କୋଭିଡ଼୍-୧୯ ସଂକ୍ରମଣ ରୋକିବା ପାଇଁ ସନ୍ଦିଗ୍ଧମାନେ କ୍ୱାରାଣ୍ଟାଇନ୍ରେ ରହିବାର ଆବଶ୍ୟକତା ରହିଛି। ଏପରି ସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇତିମଧ୍ୟରେ ଭୁବନେଶ୍ୱରର ୧୧ ଘରୋଇ ହୋଟେଲରେ ବିଏମ୍ସି ଦ୍ୱାରା ପେଡ୍ କ୍ୱାରାଣ୍ଟାଇନ୍ ସେଣ୍ଟର ଖୋଲାଯାଇଛି। ପୂର୍ବରୁ ପର୍ଯ୍ୟାୟକ୍ରମେ ୯ଟି ହୋଟେଲରେ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା ହୋଇଥିବାବେଳେ ଗୁରୁବାର ଆଉ ୨ ହୋଟେଲ ସହ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଛି। କଟକ ରୋଡ୍ସ୍ଥିତ ପାର୍କ ରିସୋର୍ଟ ଓ ମଞ୍ଚେଶ୍ୱରସ୍ଥିତ ହୋଟେଲ୍ ପାରାଡାଇଜ୍ କନ୍ଭେନ୍ଶନ୍ରେ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା ହୋଇଛି। ଏହି ଦୁଇ ହୋଟେଲ କ୍ୱାରାଣ୍ଟାଇନ୍ ରୁମ୍ ପାଇଁ ଦୈନିକ ମାତ୍ର ୩୦୦ ଟଙ୍କା ଦେଇ କରୋନା ସନ୍ଦିଗ୍ଧମାନେ ଏଠାରେ ରହିପାରିବେ ବୋଲି ବିଏମ୍ସି ପକ୍ଷରୁ ପ୍ରକାଶ ପାଇଛି।
ଭୁବନେଶ୍ୱରର ୧୧ ହୋଟେଲରେ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Narkologicheskaya klinika_sdEr on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- Lukephimi on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- RoderickBon on ଆଜିର ରାଶିଫଳ
- otvetstvennoe hranenie 703 on ଆଜିର ରାଶିଫଳ
- Clydemourn on ଛଅବର୍ଷ ବୟସରେ ହୋଇଥିଲା ବାଲ୍ୟ ବିବାହ, ୧୨ବର୍ଷ ପରେ ଏଥିରୁ ମୁକୁଳି ପାରିଲେ ଯୁବତୀ
