ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୁଲିସ ପରି ଦିଲ୍ଲୀ ପୁଲିସ ମଧ୍ୟ ଦଙ୍ଗାକାରୀଙ୍କ ଠାରୁ ସର୍ବସାଧାରଣ ଓ ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ ବାବଦ ଭରଣା ଅର୍ଥ ଆଦାୟ କରିବ। ଉତ୍ତର ପ୍ରଦେଶରେ ‘ସିଏଏ-ବିରୋଧୀ’ ହିଂସାକାଣ୍ଡରେ ନଷ୍ଟ ହୋଇଥିବା ସମ୍ପତ୍ତି ବାବଦ ଅର୍ଥ ଭରଣା କରିବାକୁ ଅନ୍ୟୂନ ୪୦୦ ଲୋକଙ୍କ ପାଖକୁ ନୋଟିସ ପଠାଯାଇଥିଲା। ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ନଷ୍ଟ ହୋଇଥିବା ସମ୍ପତ୍ତିର ଆକଳନରେ ପୌର କର୍ତ୍ତୃପକ୍ଷ ଏବଂ ଦିଲ୍ଲୀ ସରକାରଙ୍କୁ ସହାୟତା କରିବାକୁ କ୍ରାଇମ୍ ବ୍ରାଞ୍ଚ୍ର ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ ଓ ସ୍ଥାନୀୟ ପୁଲିସକୁ ନିର୍ଦେଶନାମା ପଠାଯାଇଥିବା ବିଶେଷସୂତ୍ରରୁ ପ୍ରକାଶ।
ଉତ୍ତର ପ୍ରଦେଶ ପୁଲିସ ପରି ଦିଲ୍ଲୀ ପୁଲିସ ମଧ୍ୟ ଦଙ୍ଗାକାରୀଙ୍କ ଠାରୁ ଆଦାୟ କରିବ ସମ୍ପତ୍ତି ନଷ୍ଟ ବାବଦ ଭରଣା ଅର୍ଥ
Leave a Comment
Leave a Comment
- Advertisement -
Stay Connected
Comment
- mostbet_ltEr on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- mostbet_wqOa on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- Thomasboark on ଆଜିର ରାଶିଫଳ
- Narkologicheskaya pomosh_zyOt on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- luxury car rental miami_vkEl on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
