ମାଲକାନଗିରି: ଲାଲଗଡରେ ଉଡିଲା ତ୍ରିରଙ୍ଗା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଫରଫର ହୋଇ ଉଡିଛି ତ୍ରିରଙ୍ଗା । ମାଓବାଦୀଙ୍କ ନାଲି ଆଖିକୁ ଖାତିର ନକରି ମାଲକାନଗିରି ଏସପି ହୃଷିକେଶ ଡି. ହିଲାରି ତ୍ରିରଙ୍ଗା ଉଡ଼ାଇଛନ୍ତି । ସବୁବେଳେ ମାଓ ପୋଷ୍ଟର ବ୍ୟାନର କଳାପତାକା ଦେଖି ଭୟଭୀତ ଅବସ୍ଥଆରେ ରହୁଥିବା ଲୋକେ ଏବେ ଦେଖିଛନ୍ତି ତ୍ରିରଙ୍ଗା । ଗତକାଲି ହନ୍ତାଳଗୁଡାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରେ ଏହି ତ୍ରିରଙ୍ଗା ଲଗାଯାଇଛି ।
ଲାଲଗଡରେ ତ୍ରିରଙ୍ଗା ଉଡାଇଲେ ମାଲକାନଗିରି ଏସପି
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- zakazat kyhnu_sqMt on ନୂଆ ବର୍ଷରେ ବିଦାୟ ନେଲେ କମେଡି କିଙ୍ଗ କାଦର ଖାନ୍ !
- OmarFal on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- 1xbet app_ouol on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- mostbet_lrEa on ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ
- mostbet_mjSi on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
