ମୂତ୍ରରୋଗ ଏକ ଜଟିଳ ଓ ମାରାତ୍ମକ ରୋଗ । ଏହ ଅକାଳରେ ମଧ୍ୟ ଜୀବନ ନାଶ କରିପାରେ। ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ଯେ କୌଣସି ବୟସରେ ଏହି ରୋଗ ଆକ୍ରମଣ କରିଥାଏ। ଏହାର ଚିକିତ୍ସାରେ କ୍ଷଣେମାତ୍ର ବିଳମ୍ବ କରିବା ଉଚିତ ନୁହେଁ । ଆୟୁର୍ବେଦରେ ଏହି ରୋଗକୁ ମୂତ୍ରକୃଚ୍ଛ ବା ମୂତ୍ରାଘାତ ରୋଗ କୁ ହାଯାଏ । ଏ ହାର ଆଉ ଏକ ମାରାତ୍ମକ ଅବସ୍ଥା ଅଛି, ଯହାକୁ ଅଶ୍ଵରୀ ବା ପଥୁରୀ ରୋଗ କୁ ହାଯାଏ । ଏହି ରୋଗରେ କେତେକ ପୂର୍ବ ଲକ୍ଷଣ ପ୍ରକାଶ ପାଏ। ମୂତ୍ରାଶୟରୁ ମୂତ୍ର ମାର୍ଗ ଦେଇ ମୂତ୍ର ନିଷ୍କାସିତ ହୁଏ। ଏପରିକି ବେଳେ ବେଳେ ଆଦୌ ପରିସ୍ରା ହୁଏ ନାହିଁ। ତଳିପେଟରେ ଅସହ୍ୟ ଯନ୍ତ୍ରଣା ହୁଏ। ରୋଗୀ ଅସ୍ତବ୍ୟସ୍ତ ହୋଇପଡ଼େ । ତୁରନ୍ତ ପରିସ୍ରା ନ କରାଇଲେ ଗୋଟିଏ ଦିନ ଭିତରେ ମୃତ୍ୟୁ ହେବାର ଆଶଙ୍କା ଥାଏ ।
କାହିଁକି ହୁଏ ?
ଏହି ରୋଗ ସବୁବେଳେ ଗରମ, ଅତିରାଗ, ମସଲାଯୁକ୍ତ ଖାଦ୍ୟ, ତେଲଛଣା ଖାଦ୍ୟ ଖାଉଥ୍ବା ଲୋକଙ୍କୁ ଆକ୍ରମଣ କରେ। ନିଆଁ ଚୁଲି ବା ଆଞ୍ଚ ପାଖରେ ଏବଂ କଳ କାରଖାନାର ଫର୍ଣ୍ଣେସରେ କାମ କରୁଥ୍ବା ଅବିଶ୍ରାନ୍ତ ଲୋକଙ୍କୁ ଏହି ରୋଗ ହେବାର ଆଶଙ୍କା ବେଶି ଥାଏ । ଖରାରେ ଓ ସାଇକେଲ୍ରେ ଅତ୍ୟଧିକ ବୁଲାବୁଲି କଲେ ମଧ୍ୟ ଏହି ରୋଗ ହୋଇଥାଏ। ମୂତ୍ରାଶୟ ବା ମୂତ୍ରଗ୍ରନ୍ଥି ଫୁଲିବା ବା ପ୍ରମେହ ରୋଗ ଦ୍ଵାରା ଆକ୍ରାନ୍ତ ବ୍ୟକ୍ତିଠାରେ ଏହି ଲକ୍ଷଣ ପ୍ରକାଶ ପାଏ । ବାହାରେ ପରିସ୍ରା ବା ଦୂଷିତ ସ୍ଥାନରେ ପରିସ୍ରା କରିବା ଫଳରେ ଜୀବାଣୁ ସଂକ୍ରମଣଜନିତ ପୋଡ଼ାଜଳା ମଧ୍ୟହୋଇଥାଏ ।କୌଣସି ପ୍ରକାର ଆଘାତ ପ୍ରାପ୍ତି ଦ୍ଵାରା ସ୍ବାଭାବିକ ଲିଙ୍ଗମାର୍ଗରେ ମୂତ୍ର ନିର୍ଗତ ନ ହେବା ଫଳରେ ଏହି ରୋଗ ସୃଷ୍ଟି ହୁଏ।
ମୂତ୍ରାଶୟ, ମୂତ୍ର, ଶୁକ୍ର ଏବଂ କଫ ଓ ପିତ୍ତ ବାୟୁଦ୍ଵାରା ଶୋଷିତ ହୋଇ କ୍ରମେ ପଥର ପରି କଠିନ ହେଲେ ତାକୁ ଅଶ୍ଵରୀ କହନ୍ତି। ଏହି ରୋଗ ହେଲେ ମୂତ୍ରାଶୟ ମଧ୍ୟରେ ମୂତ୍ରଦ୍ଵାର, ଗୁ ହ୍ୟଦ୍ଵାର ଓ ଜନନେନ୍ଦିୟ ପ୍ରଦେଶରେ ଅସହ୍ୟ ଯନ୍ତ୍ରଣା ହୁଏ । ଆୟୁର୍ବେଦ ଶାସ୍ତରେ ଏ ହି ରୋଗକୁ ବାତଜ, ପିତ୍ତଜ, କଫଜ ଓ ଶୁକ୍ରଜ ଭାବରେ ବିଭକ୍ତ କରାଯାଇଛି। ଶରୀର ବାୟୁ କୂପିତ ହୋଇ ମୂତ୍ର, ଶୁକ୍ର ଓ କଫକୁ ବିଶୋଧିତ ହେଲେ ତାହା କ୍ରମେ ପଥର ଭଳି ଟାଣ ହୁ ଏ। ତେଣୁ ଏହା ମୂତ୍ର ଗ୍ରନ୍ଧିକ ଅବରୋଧ କରିବା ଫଳରେ ଭୟଙ୍କର ପୀଡ଼ା ହୁଏ। କିନ୍ତୁ ଏହାର ନିୟମିତ ଚିକିତ୍ସା ଆୟୁର୍ବେଦ ସମ୍ମତ କେତେକ ବାଜୀକରଣ ଓ ରସାୟନ ଦ୍ଵାରା ଆରମ୍ଭ କଲେ ଆରୋଗ୍ୟ ମିଳେ। ଶୁକ୍ରଜ ଅଶ୍ଵରୀରୋଗ କାମୁକ ପୁରୁଷଙ୍କୁ ହେବାର ଆଶଙ୍କା ଥାଏ। ଶୁକ୍ର ସ୍ତମ୍ଭନ ଫଳରେ ମୂତ୍ରଗ୍ରନ୍ଥି ଉପରେ ଶୁକ୍ରବାହୀ ଗ୍ରନ୍ଥିର ଗ୍ଵପ ପଡ଼େ ଏବଂ ମୂତ୍ର ରୋଗ ବା ମୂତ୍ର କୃଚ୍ଛ ରୋଗ ଆକ୍ରମଣ କରେ । ଶେଷରେ ଅଶ୍ମରୀ ବା ପଥୁରୀ ରୋଗ ଭଳି ମାରାତ୍ମକ ରୋଗ ସୃଷ୍ଟି ହୁଏ ।
ମୂତ୍ରରୋଗର ପ୍ରଧାନ କାରଣ ହେଉଛି ମୂତ୍ରାଶୟ ବା କିଡ୍ନୀ ସଂକ୍ରମଣ। ଏହା ମୂତ୍ରଗ୍ରନ୍ଥି ବା ନାଳୀକୁ ସଂକ୍ରମିତ କରେ । ଡାଇବେଡିସ୍ ବା ମଧୁମେହ ରୋଗୀର ମୂତ୍ରାଘାତ ହେବା ଏବଂ ମୂତ୍ର କୃଚ୍ଛ ଆଦି ମୂତ୍ରଦୋଷ ଉତ୍ପନ୍ନ ହେବା ଏକ ସାଧାରଣ କଥା ।
ପରିସ୍ରାପୋଡ଼ା ମଧ୍ୟ ଏକ ସାଧାରଣ କଥା। ପରିସ୍ରାପୋଡ଼ା ମଧ୍ୟ ଏକ ମୂତ୍ରରୋଗ। ମୂତ୍ର ନାଳୀ ସଂକ୍ରମଣରେ ଏହା ହୋଇଥାଏ । ଅବୈଧ ସଙ୍ଗମ କଲେ, ଦୂଷିତ ସ୍ଥାନରେ ପରିସ୍ରା ମୂତ୍ରାଶୟ, ମୂତ୍ର, ଶୁକ୍ର ଏବଂ କଫ ଓ ପିତ୍ତ ବାୟୁଦ୍ଵାରା ଶୋଷିତ ହୋଇ କ୍ରମେ ପଥର ପରି କଠିନ ହେଲେ ତାକୁ ଅଶ୍ମରୀ କହନ୍ତି। ଏହି ରୋଗ ହେଲେ ମୂତ୍ରାଶୟ ମଧ୍ୟରେ ମୂତ୍ରଦ୍ଵାର, ଗୁ ହ୍ୟଦ୍ଵାର ଓ ଜନନେନ୍ଦ୍ରିୟ ପ୍ରଦେଶରେ ଅସହ୍ୟ ଯନ୍ତ୍ରଣା ହୁଏ । ଆୟୁର୍ବେଦ ଶାସ୍ତ୍ରରେ ଏହି ରୋଗକୁ ବାତଜ, ପିତ୍ତଜ , କଫଜ ଓ ଶୁକ୍ରଜ ଭାବରେ ବିଭକ୍ତ କରାଯାଇଛି।
ବହୁ ଲୋକ ବ୍ୟବହାର କରୁଥିବା ଶୌଚାଳୟରେ ମଳମୂତ୍ର ତ୍ୟାଗ କଲେ କୌଣସି ମୂତ୍ରରୋଗୀର ଜୀବାଣୁ ଦ୍ଵାରା ସୁସ୍ଥ ଲୋକର ଶରୀରକୁ ସେହି ରୋଗ ସଂକ୍ରମଣର ବିପଦ ଥାଏ |
ଜାଣିବେ କିପରି ?
ମୂତ୍ରରୋଗ ଅତ୍ୟନ୍ତ ଜଟିଳ ଏବଂ ନାନା କାରଣରୁ ଏହି ଘଟିଥାଏ । ତେଣୁ ସ୍ୱାଭାବିକ ଭାବରେ ପରିସ୍ରାର ପରିମାଣ କମ୍ ହେଲେ, ପରିସ୍ରାର ରଙ୍ଗ ମାଟିଆ ବା ହଳଦିଆ ଦେଖାଗଲେ, ପରିସ୍ରା ପୂର୍ବରୁ କୁନ୍ଦନ ହେଲେ, ପରିସ୍ରା ଲାଗିବା ମାତ୍ରେ ଲୁଗାପଟାରେ ଶୀଘ୍ର ହୋଇଗଲେ ମୂତ୍ରରୋଗ ହୋଇଛି ଧରି ନିଆଯାଇପାରେ। ସଙ୍ଗେ ସଙ୍ଗେ ଚିକିତ୍ସା କଲେ ସୁଫଳ ମିଳିଥାଏ । ଅନେକ ସମୟରେ ଧାତୁରୋଗୀ ( ସିଫିଲିସ୍, ଗନେରିଆ ଭଳି ରୋଗୀ)ଙ୍କ ମୂତ୍ରରେ ମଧ୍ୟ ଏହି ରୋଗ ଜୀବାଣୁ ସଂକ୍ରମଣର ଭୟ ରହିଥାଏ । ଏହି ରୋଗରୁ ଆରୋଗ୍ୟ ହେବା ପାଇଁ ଆମ ସହ ପରାମର୍ଶ କରି ଆୟୁର୍ବେଦ ଶାସ୍ଥ ସମ୍ମତ ପରିକ୍ଷିତ ଞ୍ଚଷଧ ସେବନ କଲେ ରୋଗ ନିଶ୍ଚୟ ଆରୋଗ୍ୟ ହୋଇପାରିବ ।

Читать больше на сайте: https://franshiza-remontoff.ru
Расширенная статья здесь: https://tele-bot.ru
свадьба москва сайт сайт свадебного агентства
Everything for Minecraft topminecraftworldseeds com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Читать больше на сайте: https://perfumerio.ru/product-brands/ajmal/