ପରେଡ୍‌ରେ ଅଭିବାଦନ ଗ୍ରହଣ କଲେ ମଧ୍ୟବର୍ତ୍ତୀକାଳୀନ ଡିଜିପି ସତ୍ୟଜିତ ମହାନ୍ତି

Odisha Hot News
0 Min Read

କଟକ: ଗୁରୁବାର ସକାଳ ୧୦ଟା ବେଳେ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଆୟୋଜିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି।
୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଶ୍ରୀ ମହାନ୍ତି କହିଲେ କି, ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରି ସେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ।

ଡେପୁଟେସନ୍‌ରେ କେନ୍ଦ୍ରକୁ ଯାଇଥିବା ପୁଲିସ ଅଧିକାରୀ ଶ୍ରୀ ଅଭୟ ଆସିବା ଯାଏଁ ସେ ମଧ୍ୟବର୍ତ୍ତୀକାଳୀନ ଡିଜିପି ଭାବେ ଦାୟିତ୍ୱ ତୁଲାଇବେ।

Share This Article
Leave a Comment