ଭୁବନେଶ୍ୱର: ଭାରତୀୟ ହକିକୁ ନୂଆ ରାହା ଯୋଗାଇ ଥିବା ଓଡ଼ିଶା ସରକାରଙ୍କୁ ମିଳିିଛି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍)ର ସମ୍ମାନଜନକ ପୁରସ୍କାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଫ୍ଆଇଏଚ୍ ପ୍ରେସିଡେଣ୍ଟ୍ସ ପୁରସ୍କାର ପ୍ରଦାନ କରାଯାଇଛି। ଶନିବାର ଭାରତ ଓ ଆମେରିକା ମଧ୍ୟରେ ଖେଳା ଯାଇଥିବା ଅଲିମ୍ପିକ୍ସ ଯୋଗ୍ୟତା ମ୍ୟାଚକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶେଷ ଅଧଘଣ୍ଟା ଦେଖିଥିଲେ। ଖେଳ ସରିବାପରେ ଏଫ୍ଆଇଏଚ୍ ନରିନ୍ଦ୍ରର ବାତ୍ରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଫ୍ଆଇଏଚ ପ୍ରେସିଡେଣ୍ଟ୍ସ ପୁରସ୍କାର ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ପୁରୁଷ ବିଶ୍ୱକପ ହକି, ଚମ୍ପିଆନ୍ସ ଟ୍ରଫି, ଏଫ୍ଆଇଏଚ୍ ବିଶ୍ୱ ହକି ଲିଗ୍ ଫାଇନାଲସ୍ ଭଳି ପ୍ରତିଯୋଗିତାକୁ ସଫଳତାର ସହିତ ଆୟୋଜନ କରିଥିବାରୁ ୨୦୧୮ରେ ଏଫ୍ଆଇଏଚ୍ ପକ୍ଷରୁ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଫ୍ଆଇଏଚ୍ ପ୍ରେସିଡେଣ୍ଟ୍ସ ପୁରସ୍କାର ଲାଗି ମନୋନୀତ କରା ଯାଇଥିଲା।
ମୁଖ୍ୟମନ୍ତ୍ରୀଙ୍କୁ ଏଫ୍ଆଇଏଚ୍ ପ୍ରେସିଡେଣ୍ଟ୍ସ ପୁରସ୍କାର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
