ପୁରୀ : ମହାପ୍ରଭୁ ନବଯୌବନ ପ୍ରାପ୍ତି ହେବା ପୂର୍ବରୁ ଅଣସର ପିଣ୍ଡିରେ ଚାଲିଛି ଗୋପନ ସେବା। ଗତକାଲି ମହାପ୍ରଭୁ ଚକା ବିଜେ କରିବା ପରେ ଆଜି ଅଣସର ନୀତି ଚକା ଉପରେ ସଂପନ୍ନ ହୋଇଛି। ଆଜି ଖଳିଲାଗି, ରକ୍ତବସ୍ତ୍ର ଲାଗି, ସର୍ବାଙ୍ଗ ଚନ୍ଦନ ଆଦି ଗୋପନ ନୀତି ସଂପନ୍ନ ହୋଇଛି। ଗତକାଲି ଶ୍ରୀମନ୍ଦିରକୁ ବିଜେ ହୋଇଥିବା ମହୌଷଧି ଦଶମୂଳ ଆଜି ବି ମହାପ୍ରଭୁଙ୍କୁ ଲାଗି କରାଯାଇଛି। ଦୀର୍ଘଦିନ ଧରି ମହାପ୍ରଭୁଙ୍କୁ କେବଳ ଧଳାଫୁଲ ଲାଗି କରାଯାଉଥିବା ବେଳେ ଆଜିଠାରୁ ତୁଳସୀ ଲାଗି ହୋଇଛି। ବିଳମ୍ୱିତ ରାତିରେ ଏସବୁ ନୀତି ସଂପନ୍ନ ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ହୋଇଛନ୍ତି।
ଆଜି ପ୍ରଥମେ ପଟିଦିଅଁଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ପଟିଦଅଁଙ୍କ ନିକଟରେ ସଂଧ୍ୟା ଆଳତି, ସଂଧ୍ୟା ଧୂପ ପରେ ଅଣସର ଦ୍ୱାର ଫିଟା ଯାଇଥିଲା। ପ୍ରତିଦିନ ଭଳି ଚକଟା ଓ ପଣା ଭୋଗ ହୋଇଥିଲା। ପରେ ସିଂଘାରୀ ସେବକମାନେ ପଟିଦିଅଁଙ୍କୁ ଚନ୍ଦନ ଲାଗି କରିଥିଲେ। ଏହି ସମୟରେ ଦଇତାପତି ସେବକମାନେ ଅଣସର ଘରେ ଥିବା ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ସଂପନ୍ନ କରିଥିଲେ। ଶ୍ରୀବିଗ୍ରହଙ୍କ ପୂରା ଶରୀରରେ ଚନ୍ଦନର ପ୍ରଲେପ ଦିଆଯାଇଥିଲା। ସର୍ବାଙ୍ଗ ଚନ୍ଦନ ନୀତି ପାଇଁ ୩୦ରୁ ୪୦ କେଜି ଚନ୍ଦନ ପ୍ରସ୍ତୁତ ହୋଇଥିଲା। ଏହି ଚନ୍ଦନ ଶ୍ରୀଜିଉଙ୍କ ଦେହରେ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ରହିବ। ପୁନର୍ବାର ଆସନ୍ତା ବର୍ଷକୁ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହେବ। ସର୍ବାଙ୍ଗ ଚନ୍ଦନ ନୀତି ପରେ ଶ୍ରୀବିଗ୍ରହଙ୍କ ଖଠୁଆ ବେଶ କରାଯାଇଥିଲା। ଅଣସର ପିଣ୍ଡିକୁ ଯିବା ଦିନଠାରୁ ଶ୍ରୀଜିଉମାନେ ଧଳାଫୁଲରେ ପୂଜା ପାଉଥିବା ବେଳେ ଆଜି ପ୍ରଥମ କରି ମହାପ୍ରଭୁଙ୍କ ପସନ୍ଦ ତୁଳସୀ ଲାଗି କରାଯାଇଥିଲା। ସେପଟେ ମାନବଦେହୀ ଶ୍ରୀଜିଉ ଆଜି ରକ୍ତବସ୍ତ୍ର ପରିଧାନ କରିଛନ୍ତି। ଏହି ଅବସରରେ ଶ୍ରୀଜିଉଙ୍କ ନିକଟରେ ଖଇ, ରାଜପ୍ରସାଦ ଭୋଗ ଲାଗି ହୋଇଥିଲା। ବିଳମ୍ୱିତ ରାତି ପ୍ରାୟ ୩ଟାରେ ଶ୍ରୀମନ୍ଦିର ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମହାପ୍ରଭୁଙ୍କ ଉପଚାରରେ ଲାଗି ହୋଇଥିଲା। ସେହିଭଳି ଶୁଦ୍ଧ ସୁଆର ଅଣସର ଘରେ ପ୍ରସ୍ତୁତ କରିଥିବା ଖଳିକୁ (ଓଷ) ମଧ୍ୟ ଶ୍ରୀବିଗ୍ରହଙ୍କୁ ଲାଗି ହୋଇଥିଲା। ଆସନ୍ତାକାଲି ସକାଳେ ମହାପ୍ରଭୁଙ୍କ ଗୁପ୍ତନୀତି ସରିବା ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ଶ୍ରୀବିଗ୍ରହଙ୍କ ଉପଚାର ପାଇଁ ଦଶମୂଳ ମହୌଷଧିକୁ ଶ୍ରୀମନ୍ଦିର ବୈଦ୍ୟମାନେ ଗତକାଲି ଶ୍ରୀମନ୍ଦିର ଗାରଦରେ ଦାଖଲ କରିଥିଲେ। ଆୟୁର୍ବେଦ ପଦ୍ଧତି ଏବଂ ଶାସ୍ତ୍ର ବିଧି ମୁତାବକ ପ୍ରଭୁଙ୍କ କବିରାଜମାନେ ଶୁଦ୍ଧତାର ସହ ଏହାକୁ ପ୍ରସ୍ତୁତ କରିଥିଲେ। ଏହା ପୂର୍ବରୁ ଶ୍ରୀଜିଉଙ୍କୁ ଫୁଲରି ତେଲ ଲାଗି ହୋଇ ସାରିଛି। ବିଳମ୍ୱିତ ରାତିରେ ଘଣାଲାଗି ନୀତି ମଧ୍ୟ ଆରମ୍ଭ ହେବାକୁ ଯାଉଛି।

1win crash strategiya 1win crash strategiya
1win casino slots http://1win39427.help
1win Oʻzbekiston registratsiya http://1win39427.help
1win app for android download https://1win3003.mobi
mostbet casino live app mostbet casino live app
1win promo code for registration http://1win3003.mobi/
mostbet yeni istifadəçi qeydiyyat http://mostbet01859.help
aviator results history aviator50638.help
1win app promo code 1win app promo code
1win app yuklab olish Oʻzbekiston http://www.1win39427.help
melbet booster de cotes https://melbet62913.help/
aviator minimum bet https://aviator50638.help
mostbet podporuje češtinu mostbet podporuje češtinu
mostbet şifrə tələbləri mostbet şifrə tələbləri
melbet site officiel côte divoire https://melbet62913.help
mostbet depunere in siguranta mostbet depunere in siguranta
mostbet cont în lei https://mostbet18305.help
melbet contact https://melbet62913.help/
mostbet suport nonstop https://www.mostbet18305.help
1win pariuri hochei 1win5757.help
mostbet resetare parolă mostbet resetare parolă
1win game 1win game
aviator apk latest version aviator50638.help
mostbet matç yayımı mostbet matç yayımı
mostbet notificari rezultate http://mostbet41079.help
mostbet výběr mostbet87124.help
1win bonus la inregistrare 1win bonus la inregistrare
1win ocolire blocare Moldova 1win5757.help
mostbet komissiyasız çıxarış http://mostbet01859.help/
mostbet návod na mines https://mostbet87124.help/
aviator lucky jet app http://aviator50638.help/
mostbet je to podvod http://mostbet87124.help
mostbet instalare pe xiaomi mostbet instalare pe xiaomi
mostbet bonus necreditat mostbet bonus necreditat
1win plinko trucuri http://1win5757.help
мелбет бонус на депозит http://www.melbet35702.help
1win slots withdrawal Uganda 1win slots withdrawal Uganda
мостбет скачать сегодня https://mostbet09486.help
1win Uganda register https://1win63470.help/
как создать аккаунт мелбет https://melbet70382.help
melbet приложение https://melbet70382.help/
how to download 1win app https://1win63470.help
mostbet aviator demo bez rejestracji mostbet90617.help
mostbet accessbank mostbet accessbank
mostbet czy jest na android http://mostbet90617.help/
mostbet логин https://www.mostbet09486.help
mostbet polska bukmacher http://mostbet90617.help/
mostbet fără verificare http://mostbet80695.help/
mostbet asistenta mostbet asistenta
mostbet вход Киргизия mostbet вход Киргизия
mostbet ios quraşmır mostbet48932.help
mostbet bonus code https://www.mostbet80695.help
mostbet slot turnir http://www.mostbet48932.help
melbet войти http://melbet35702.help
mostbet odblokowanie konta http://mostbet90617.help
mostbet фрибет https://mostbet09486.help
1win лаки джет https://1win68190.help
1win как вывести через мбанк 1win как вывести через мбанк
1win wagering requirements https://1win63470.help/
мелбет plinko играть http://melbet70382.help
мелбет комиссия на вывод http://melbet70382.help
mostbet confirmare telefon mostbet confirmare telefon
mostbet android linki mostbet android linki
melbet вывод мбанк melbet35702.help