ଭୁବନେଶ୍ବର : ଚାଷୀଙ୍କ ପାଇଁ ରାଜ୍ୟ ସରକାର। ଚାଷୀ ହସିଲେ ସରକାରଙ୍କ ଉଦ୍ୟମ ସଫଳ ହେବ। ତଳସ୍ତରରେ ଚାଷୀଙ୍କୁ ବିହନ, ସାର ଓ କୀଟନାଶକ ଯୋଗାଣରେ ଅବହେଳା କଲେ କୌଣସି ପ୍ରକାରେ କ୍ଷମା ନାହିଁ ବୋଲି ଏପରି ରୋକଠୋକ ଶୁଣାଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ଆଜି ସ୍ଥାନୀୟ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଖରିଫ ଅଭିଯାନ ଓ କର୍ମଶାଳାକୁ ଉଦଘାଟନ କରି କୃଷି ମନ୍ତ୍ରୀ କହିଥିଲେ ଏଣିକି ବିହନ ଉତ୍ପାଦନରେ ଯେପରି ରାଜ୍ୟ ଆତ୍ମନିର୍ଭରଶୀଳ ହେବ ସେଥିପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ।
ଏହି ଅବସରରେ ଶ୍ରୀ ସାହୁ କହିଥିଲେ, ରାଜ୍ୟରେ ମୋଟ ୬୧.୫ ଲକ୍ଷ ହେକ୍ଟର ଚାଷ ଜମିରୁ ୩୫ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଉଛି। ବାକି ଜମିରେ ମକ୍କା, ଡାଲିଜାତୀୟ, ମାଣ୍ଡିଆ, ତୈଳବୀଜ, ପନିପରିବା ଚାଷ କରାଯାଉଛି। ଧାନ ପାଇଁ ବିହନ ଯୋଗାଣରେ ଯଦିଓ ଅସୁବିଧା ହେଉନାହିଁ, ତଥାପି ରାଜ୍ୟରେ ପର୍ଯ୍ୟାପ୍ତ ବିହନ ଉତ୍ପାଦନ ହେବା ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ। ଼ସେହିପରି ଡାଲିଜାତୀୟ ଫସଲ, ତୈଳବୀଜ ବିହନ ଉତ୍ପାଦନରେ ଯେପରି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ନପଡ଼େ ସେଥିପାଇଁ ଗବେଷଣାକୁ ଗୁରୁତ୍ବ ଦେବା ସହ ଦୀର୍ଘ ମିଆଦି ଆକସନ ପ୍ଲାନ୍ ପ୍ରସୁତ କରିବାକୁ ଅଧିକାରୀଙ୍କ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଅର୍ଥକାରୀ ଫସଲରେ ଯୁବକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରାଯିବା ସହ ଚାଷୀଙ୍କୁ ଯେପରି ସୁଲଭ ମୂଲ୍ୟରେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ମିଳିବ ସେଥିପାଇଁ ଅଗ୍ରାଧୀକାର ଦିଆଯିବ।
ଓଡ଼ିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟୁ ସାମ୍ନା କରି ଆଗକୁ ବଢ଼ୁଛି। ପ୍ରାକୃତିକ ବିପର୍ଯ୍ୟୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛି କୃଷକ। ତେଣୁ କୃଷକର ଉନ୍ନତି ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି। ପିଏମ୍ କିଷାନ୍ ଯୋଜନାରେ ରାଜ୍ୟ ସରକାର ୧୨ଲକ୍ଷ ୩୬ ହଜାର ଚାଷୀଙ୍କ ଡିବିଟି ତଥ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ। ସେଥିରୁ ୯ଲକ୍ଷ ୩୦ ହଜାର ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ଯୋଜନାରେ ସରକାରୀ କର୍ମଚାରୀ, ଟିକସଦାତା, ବଡ଼ଚାଷୀ, ପଞ୍ଜୀକୃତ ବୃତ୍ତିଧାରୀ, ଜିଲ୍ଲା ପରିଷଦ ସଭ୍ୟ ଓ ତାଙ୍କଠାରୁ ଊର୍ଦ୍ଧ୍ବରେ ଥିବା ରାଜନେତାଙ୍କୁ ବାଦ୍ ଦେବାର ନିୟମ ରହିଛି। ଏହି ତଥ୍ୟକୁ ସଂଗ୍ରହ କରିବା ସମୟସାପେକ୍ଷ। ୨୦୧୧ କୃଷି ଜନଗଣନା ଅନୁସାରେ କେନ୍ଦ୍ର ସରକାର ପ୍ରାୟ ୪୬ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଏଥର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେବେ ଗତ କ୍ୟାବିନେଟ୍ରେ ବୃହତ୍ ଚାଷୀମାନଙ୍କୁ ପିଏମ୍ କିଷାନ ଯୋଜନାରେ କେନ୍ଦ୍ର ସରକାର ସାମିଲ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିପାଇଁ ଜୁଲାଇ ୩୧ତାରିଖ ସୁଦ୍ଧା ତଥ୍ୟ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି।
କୃଷି ଉତ୍ପାଦନ କମିସନର୍ ଗଗନ କୁମାର ଧଳ କହିଲେ, ଜାତୀୟ ହାର ତୁଳନାରେ ରାଜ୍ୟରେ କୃଷି ଉତ୍ପାଦନରେ ବୃଦ୍ଧି ଘଟିଛି। ବିଶ୍ବସ୍ତରରେ ଅତ୍ୟାଧୁନିକ ପ୍ରଣାଳୀରେ ଏବେ ଚାଷ କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଫାର୍ମ ମେକାନିଜିମ୍ ପାଇଁ ୫ଶହ କୋଟି ଟଙ୍କାର ସବସିଡି ଦିଆଯିବ। ଓୟୁଏଟି କୁଳପତି ପବନ ଅଗ୍ରୱାଲ କହିଥିଲେ, ବେସରକାରୀ ସ୍ତରରେ ବିହନ ବିକ୍ରି କରୁଥିବା ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା ପାଇଁ କୌଣସି ସାର୍ଟିଫିକେଟ୍ର ଆବଶ୍ୟକତା ନ ଥିବା ବେଳେ ସରକାରୀସ୍ତରରେ ସାର୍ଟିଫିକେଟ୍କୁ ବାଧ୍ୟତାମୂଳକ କରାଯାଉଛି। ଓୟୁଏଟି ନିକଟରେ ୨ ପ୍ରଜାତିର ବନରାଜ କୁକୁଡ଼ା ରହିଛି। ଚାଷୀମାନେ ଚାହିଁଲେ ସେମାନଙ୍କୁ ଆବଶ୍ୟକ ସଂଖ୍ୟକ କୁକୁଡ଼ା ଚିଆଁ ଯୋଗାଇ ଦିଆଯିବ ବୋଲି ଶ୍ରୀ ଅଗ୍ରୱାଲ କହିଥିଲେ।
ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦେଶକ ହେମନ୍ତ ପଣ୍ଡା କହିଲେ, ୨୦୧୯-୨୦ ଆର୍ଥିକ ବର୍ଷରେ ୭୭ଟି ଜଳ କ୍ଲଷ୍ଟରକୁ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହିତ ଚେକ୍ ଡ୍ୟାମ୍ ନିର୍ମାଣ ସମେତ ୨୩ ହେକ୍ଟର ଜମିରେ ଫାର୍ମ-ଫରେଷ୍ଟ୍ରି ଓ ୬୯ ହେକ୍ଟର ଅଞ୍ଚଳରେ କଫି ଚାଷ ବିକାଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କର୍ମଶାଳାରେ ଉଦ୍ୟାନକୃଷି ନିର୍ଦେଶାଳୟର ନିର୍ଦେଶକ ବିଜୟ କେତନ ଉପାଧ୍ୟାୟ ଓ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!
W katalogu gier znajdują się znane produkcje, w tym Chicken Road 2, Fire Joker, Funky Time, Dog House 1000 czy Energy Joker: Hold and Win. Od momentu startu projektu w 2019 roku platformie zaufało już ponad 350 000 użytkowników. Serwis działa na podstawie licencji wydanej przez regulatora z Curaçao, co zapewnia zgodność z europejskimi standardami branży iGaming. Ambicją marki jest oferowanie jakości usług, która może skutecznie konkurować z popularnymi serwisami pokroju TotalCasino.
Stworzyliśmy Slottica jako miejsce, w którym kasyno online, kasyno na żywo i zakłady sportowe działają w jednej spójnej platformie. W Slottica Casino znajdziesz ponad 20 000 gier od 250+ dostawców, codzienne loterie, turnieje i hojny pakiet powitalny. Slottica Kasyno to też szybkie płatności, aplikacja mobilna na Android i iOS oraz wsparcie 24/7 – wszystko po polsku, bez ukrytych haczyków.