ଭୁବନେଶ୍ୱର: ପୁରୀ ଜିଲ୍ଲା କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ବିଜେଡି ଛାଡ଼ିଛନ୍ତି। ଏହାସହିତ ସେ ଯୋଜନା ବୋର୍ଡ ସଦସ୍ୟ ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତାଙ୍କ ପ୍ରତି ଅବିଚାର ହୋଇଥିବା ଅଭିଯୋଗ କରି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ଦେଇଛନ୍ତି । ରବି ମଲ୍ଲିକ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରିକି ବିଜେପି ତାଙ୍କୁ କାକଟପୁରରୁ ବିଧାୟକ ପ୍ରାର୍ଥୀ କରିପାରେ। ତେବେ ରବି ମଲ୍ଲିକ ବିଜେପିରେ ମିଶିବା ପ୍ରସଙ୍ଗରେ କିଛି ସ୍ପଷ୍ଟ କରିନାହାନ୍ତି।ନିଜ ସମର୍ଥକଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି।
ବିଜେଡି ଛାଡ଼ିଲେ ରବି ମଲ୍ଲିକ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- DennisTig on ପୁଣି ରାଜ୍ୟକୁ ଲେଉଟିଲା ଶୀତ; ଆହୁରି ୪୮ ଘଂଟା ଲାଗି ରହିବ ଶୀତ !
- Thomasvet on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- Douglaskit on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- URL on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- BrandonClumb on ଘରେ ପସ୍ତୁତ କରନ୍ତୁ ….ବ୍ରେଡ୍ ପୁଡିଂ ।
