ଭୁବନେଶ୍ୱର : ପଞ୍ଚମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଅଧିକାଂଶ ପୁରୁଣା ମୁହଁ ଥିବା ବେଳେ କିଛି ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି ।
ପିପିଲି : ପ୍ରଦୀପ ମହାରଥୀ
ନିମାପଡ଼ା : ସମୀର ଦାଶ
ଜଗତସିଂହପୁର : ପ୍ରଶାନ୍ତ ମୁଦୁଲି
ବାଲିକୁଦା : ରଘୁନନ୍ଦନ ଦାଶ
ଆନନ୍ଦପୁର : ଭାଗିରଥୀ ସେଠୀ
ନିଆଳି : ପ୍ରମୋଦ ମଲ୍ଲିକ
କାକଟପୁର : ସୁର ସେଠୀ
ଧାମନଗର : ରାଜେନ୍ଦ୍ର ଦାସ
ନୀଳଗିରି : ସନ୍ତୋଷ ଖଟୁଆ
