ନୂଆଦିଲ୍ଲୀ : ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ଗୌରବର କଥା ଯେ, ଏହି ପୁରସ୍କାର ପାଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ତିନି ଜଣ ଓଡିଆ ଅଛନ୍ତି । ପୁରସ୍କାର ପାଇଥିବା ତିନିଜଣ ହେଉଛନ୍ତି ଦୈତାରୀ ନାୟକ, କମଳା ପୂଜାରୀ ଓ ଡି.ପ୍ରକାଶ ରାଓ । ଆଦିବାସୀ ଅଂଚଳରୁ ଆସିଥିବା କମଳା ବିରଳ ଧାନ ସଂଗ୍ରହ ପାଇଁ ଏହି ପୁରସ୍କାର ମିଳିଥିଲା । ସେହିପରୀ ଦୈତାରୀଙ୍କୁ ଦୀର୍ଘ ଚାରି କିଲୋମିଟର ପଥରକଟା ନାଳକୁ କାଟି ନିଡ ଗାଁର ଚାଷ ଜମିଗୁଡିକୁ ପାଣି ମଡାଇଥିଲେ । ଏବଂ ଡି. ପ୍ରକାଶ ରାଓ ଜଣେ ସମାଜସେବୀ ହୋଇଥିବା ବେଳେ, ସେ ଏକାଥରକେ ୨୧୮ ଥର ରକ୍ତଦାନ କରିଛନ୍ତି । ଏହାସହ କଟକରେ ଏକ ଭିନ୍ନ ଢଙ୍ଗରେ ଚା ବିକ୍ରି ତାଙ୍କୁ ଲୋକ ଲୋଚନକୁ ସାମ୍ନକୁ ଆଣିଛି । ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ , ଆନିବେଶାନ୍ତ, ଭାରତ ବିକାଶ ଭଳି ସମ୍ମାନ ପାଇ ସାରିଛନ୍ତି ।
ଓଡିଶାର ତିନି ଜଣଙ୍କୁ ମିଳିଲା ପଦ୍ମଶ୍ରୀ ପୁରସ୍କାର
- Advertisement -
Stay Connected
Comment
- antibiotics online on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- buy antibiotics on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- dutasteride topical on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- diflucan for yeast uti on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.