ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ସୋମବାର ସକାଳେ ପୋଲିସ ଏକ ମାଓବାଦୀ ପୋଷ୍ଟର ଜବତ କରିଛି। ଉକ୍ତ ପୋଷ୍ଟରରେ ଏମ୍ସ ଛାତ୍ର ସୋହେଲ ଆଜ୍ମଲ କାଟାରିଆଙ୍କ ନିଖୋଜ ସମ୍ପର୍କରେ ଲେଖାଯାଇଛି। ଏଥିସହ ସିପିଆଇ ମାଓବାଦୀ ନେତା ସବ୍ୟସାଚୀ ମହାପାତ୍ରଙ୍କୁ ତୁରନ୍ତ ଜେଲରୁ ମୁକୁଳାଇବା ପାଇଁ ଦାବି ହୋଇଛି। ତାଙ୍କୁ ନ ଛାଡିଲେ ସୋହେଲଙ୍କୁ ଜୀବନରୁ ମାରିଦେବାକୁ ପୋଷ୍ଟରରେ ଧମକ ଦିଆଯାଇଛି। ପୋଷ୍ଟରକୁ ଜବତ କରିବା ପରେ ଛାନଭିନ୍ ଚଳାଇଛି କମିଶନରେଟ ପୋଲିସ। ଏ ନେଇ ଏକ ଖବରତାଦା ସମ୍ମଳନୀ ଡକାଯାଇଛି।
ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡରେ ସିପିଆଇ ମାଓବାଦୀ ପୋଷ୍ଟର

You Might Also Like
Leave a Comment
Leave a Comment
- Advertisement -