ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସିର ଖବର ଆଣିଛନ୍ତି। ଏଣିକି ପୌରପାଳିକାର କର୍ମଚାରୀମାନେ ସପ୍ତମ ବେତନ କମିସନ ଅନୁସାରେ ଦରମା ପାଇବେ। ୨୦୧୬ ଏପ୍ରିଲ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ। ଅତିରିକ୍ତ ଖର୍ଚ୍ଚ ଭାରକୁ ପୌରପାଳିକା ନିଜସ୍ୱ ପାଣ୍ଠିରୁ ବହନ କରିବ।
ପୌର କର୍ମଚାରୀଙ୍କୁ ସପ୍ତମ ବେତନ କମିସନ୍ଙ୍କ ଅନୁସାରେ ମିଳିବ ଦରମା :ମୁଖ୍ୟମନ୍ତ୍ରୀ
Leave a Comment
Leave a Comment
- Advertisement -
Stay Connected
Comment
- JamesCax on ଖାଇବା ପରେ କାହିଁକି ଖାଆନ୍ତି ମିଠା
- bokep indonesia baru on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- mehmet ali çelebi porno ifşa on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- WilliamHab on ପୁଣି ରାଜ୍ୟକୁ ଲେଉଟିଲା ଶୀତ; ଆହୁରି ୪୮ ଘଂଟା ଲାଗି ରହିବ ଶୀତ !
- aviator_qdOr on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
