ଶ୍ରୀନଗର:ସକାଳ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ବଡ୍ଗାମ୍ ଅଞ୍ଚଳରେ ଭାରତୀୟ ବାୟୁସେନାର ଗୋଟିଏ ମିଗ୍-୨୧ ବାଇସନ୍ ବିମାନ ଦୁର୍ଘଟନାଗ୍ରସ୍ତ ହୋଇଛି। ୧୦:୫ରେ ବଡ୍ଗାମ୍ର ଗାରେନ୍ଦ୍ କଲାନ୍ ଗ୍ରାମ ନିକଟ ଏକ ଖୋଲା ପଡ଼ିଆରେ ଏହି ଜେଟ୍ ବିମାନଟି ଦୁର୍ଘଟନାଗ୍ରସ୍ତ ହୋଇଥିଲା।ଖବର ଅନୁସାରେ, ଦୁର୍ଘଟନାରେ ଦୁଇ ଜଣ ପାଇଲଟ୍ ମରିଛନ୍ତି। ପୁଲିସ ଘଟନାସ୍ଥଳକୁ ଯାଇଛି।ଦୁର୍ଘଟନାର କାରଣ ଜାଣିବାକୁ ଭାରତୀୟ ବାୟୁସେନାର ବୈଷୟିକ ଦଳ ସେଠାରେ ପହଞ୍ଚିବେ ବୋଲି ବଡ୍ଗାମ୍ ଏସ୍ଏସ୍ପି କହିଛନ୍ତି।
କଶ୍ମୀରର ବଡ୍ଗାମ୍ ଠାରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଟନାଗ୍ରସ୍ତ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JustinThype on ଘରେ ପଶିଲେ, ବନ୍ଧୁକ ଦେଖାଇଲେ, ଭୟଭୀତ କରି ଲୁଟିନେଲେ !
- Antoniocog on ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ରୋହିତ ଓ ଅଶ୍ୱିନୀ !
- aviator_elmr on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- 1win_itMn on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- JustinThype on ଜାମ୍ମୁକାଶ୍ମୀରରେ ଆଜିଠୁ ଲାଗୁ ହେଲା ରାଷ୍ଟ୍ରପତି ଶାସନ
