ଭୁବନେଶ୍ୱର : କଟକ, ଭୁବନେଶ୍ୱର କମିଶନରେଟ ପୋଲିସରେ ଅଦଳବଦଳ କରାଯାଇଛି। ଏଡିସିପି, ଏସିପି ଏବଂ ଇନ୍ସପେକ୍ଟର ସ୍ତରରେ ଏହି ଅଦଳବଦଳ ହୋଇଛି। କଟକ ଓ ଭୁବନେଶ୍ୱରରେ ମୋଟ ୨୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି। ଗିରିଜାଶଙ୍କର ଚକ୍ରବର୍ତ୍ତୀଙ୍କୁ କ୍ୟାପିଟାଲ ଥାନାର ଆଇଆଇସି ଭାବେ ବଦଳି କରାଯାଇଥିବା ବେଳେ ଅରୁଣ କୁମାର ସ୍ବାଇଁଙ୍କୁ ନୟାପଲ୍ଲୀ, ଖଣ୍ଡଗିରି ଥାନାକୁ ରଶ୍ମୀରଞ୍ଜନ ମହାପାତ୍ର, ଚନ୍ଦ୍ରଶେଖରପୁର ଥାନାକୁ ବିଶ୍ୱରଞ୍ଜନ ନାୟକ, ଖାରବେଳ ଥାନାର ଆଇଆଇସି ଭାବେ ଅମିତାଭ୍ ମହାପାତ୍ରଙ୍କୁ ବଦଳି କରାଯାଇଛି। ଏହା ସମେତ କଟକର କେତୋଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି।
କମିଶନରେଟର ୨୬ଟି ଥାନାର ଆଇଆଇସି ବଦଳିଲେ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_rfKt on ଖାରବେଳଙ୍କୁ ଆକ୍ରମଣ ଘଟଣା : ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା
- Reedlal on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- chicken-road_dgKa on ସୋସିଆଲ ମିଡ଼ିଆରେ ବିଜ୍ଞାପନ ଖର୍ଚ୍ଚ: ଭାଜପା ଆଗରେ
- chicken-road_wmKa on ଖାରବେଳଙ୍କୁ ଆକ୍ରମଣ ଘଟଣା : ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା
- mostbet_ohoi on ୨୨ ମାର୍ଚ୍ଚ ୨୦୨୦ – ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ
