ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !

Odisha Hot News
0 Min Read

ଭୁବନେଶ୍ୱର: ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି । ଏକ ପରିତ୍ୟକ୍ତ ଜାଗାରୁ କ୍ଷତାକ୍ତ ଶିଶୁଟିକୁ ବାଟୋଇ ଦେଖି ଉଦ୍ଧାର କରିଥିଲେ । ଏହା ପରେ ନବଜାତ ଶିଶୁକନ୍ୟାକୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Share This Article
Leave a Comment