ବରଗଡ଼: ଘରୋଇ ବସରୁ ଯାତ୍ରୀଙ୍କ ଠାରୁ ଲୁଟ ଘଟଣାରେ ୫ ଅଭିଯୁକ୍ତ ଯୁବକ ଗିରଫ । ସେମାନଙ୍କ ଠାରୁ ୭ ହଜାର ଟଙ୍କା ୩ଟି ମୋବାଇଲକୁ ଜବତ କଲା ପୋଲିସ । ଗତ ୭ ତାରିଖରେ ଭୁବନେଶ୍ୱରୁ ବରଗଡ଼ ଯାଉଥିବା ସାଇକୃପା ବସରେ ଲୁଟେରା ମାନେ ଯାତ୍ରୀଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିଲେ । ଅଭିଯୁକ୍ତ ୫ ଯୁବକ ସମ୍ବଲପୁରରୁ ବସରେ ଯାତ୍ରା କରୁଥିବା ବେଳେ ବରଗଡ଼ ବରାହଗୋଡ଼ା ଟୋଲଗେଟ ନିକଟରେ ବସକୁ ଅଟକାଇ ଯାତ୍ରୀଙ୍କ ଠାରୁ ଛୁରୀ ଭୁଜାଲି ଦେଖାଇ ସର୍ବଶ ଲୁଟିନେଇଥିଲେ । ସେହି ସମୟରେ ଯାତ୍ରୀମାନେ ୨ଜଣଙ୍କୁ କାବୁ କରିନେଇ, ପୋଲିସର ଜିମା ଦେବାସହ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ପୋଲିସ ୩ ଜଣଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି ।
ଘରୋଇ ବସରୁ ଯାତ୍ରୀଙ୍କ ଠାରୁ ଲୁଟ ଘଟଣାରେ ୫ ଅଭିଯୁକ୍ତ ଯୁବକ ଗିରଫ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_scSi on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
- Vivod iz zapoya na domy_pbPl on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- Vivod iz zapoya na domy_xjkt on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- mostbet_ceOt on ଧଳା ଜହର ମାୟାରେ ଟ୍ୱିନ୍ ସିଟି
- aviator_eiKi on ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
