ଗଞ୍ଜାମ: ଆସିକା ଥାନା ଅଧିକାରୀ ବଦଳି ବାତିଲ ଦାବିରେ ତାତିଲେ ଜନତା । ଥାନା ଅଧିକାରୀ ସନ୍ତୋସ କୁମାର ଜେନାଙ୍କୁ ଅନ୍ୟତ୍ର ବଦଳିକୁ ନେଇ ଜନଅସନ୍ତୋଷ ତିବ୍ର ହେଲା । ଯାହାକୁ ନେଇ ଅଂଚଳବାସୀ ଆଜି ଆସିକା ସହର ମୁଖ୍ୟ ରାସ୍ତାକୁ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଏହାଦ୍ୱାରା ଆସିକା-ଭଞ୍ଜନଗର ମଧ୍ୟରେ ଗାଡ଼ି ଚଳାଚଳ, ଯାତାୟତ ଠପ୍ ହେବାସହ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି ସହରରେ ଅପରାଧ ବଢୁଥିବା ବେଳେ ବହୁ ସମୟରେ ସହର ଅଶାନ୍ତ ହେଉଥିଲା । ମାତ୍ର ନୂଆ ଥାନା ଅଧିକାରୀ ଆସିବା ପରେ ସହରରେ ଅପରାଧ କମିବା ସହ ସହର ଶାନ୍ତ ହୋଇଥିଲା । କିନ୍ତୁ କିଛି ଅପରାଧୀ ଓ ରାଜନେତାଙ୍କ ମଧ୍ୟରେ ଅସାଂଧୁ ମେଂଟ ଫଳରେ ଥାନା ଅଧିକାରୀଙ୍କ ବଦଳି ହେଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ତେବେ ଏହି ଥାନା ଅଧିକାରୀ ଆସିବା ଦିନଠାରୁ ଅପରାଧି ଓ ଅସାଂଧୁ ରାଜନେତାଙ୍କ ମଧ୍ୟରେ ଛନକା ପସିଛି । ଯାହାକୁ ନେଇ ବଦଳିର ଏହି ମହାନାଟକ ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଯଦି ତୁରନ୍ତ ଏହାର ପ୍ରତିକାର ନକରନ୍ତି ତେବେ ଆନ୍ଦୋଳନ ଭୟାଭୟ ହେବା ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିକାରୀ ବଦଳି ବାତିଲ ଦାବିରେ ତାତିଲେ ଜନତା !
- Advertisement -
Stay Connected
Comment
- Narkolog na dom_stSt on ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ
- Narkolog na dom_euSt on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- Narkolog na dom_mhSt on କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନେଇ ଦିଲ୍ଲୀରେ ଗର୍ଜିଲା ବିଜେଡି !
- Narkolog na dom_lsSt on ଲକ୍ଡାଉନ୍ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’
- 1win_ybol on ଭଦ୍ରକ ଲୋକସଭା କ୍ଷେତ୍ରରେ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.