ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଗିଡ଼ି ଗଲାଣି ସ୍ୱାସ୍ଥ୍ୟସେବା । ନାହି ନାହିଁରେ ଚାଲିଛି ମେଡ଼ିକାଲ, ଡ଼ାକ୍ତର ଅଭାବରୁ ମୁହଁ ଲେଉଟାଉଛି ଗରୀବ । ଏପରିକି ଅନେକ ସମୟରେ ସେବାରୁ ବଂଚିତ ହୋଇ ରୋଗୀ ଜୀବନ ହାରୁଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟକୁ ଦେଖିଲେ, ଯାହା ଅଜ୍ଞ ଲୋକକୁ ମଧ୍ୟ ଜ୍ଞାନ୍ତ ହୋଇଯିବ । କିଛି ପୁରୁଣା ନର୍ସ କର୍ମଚାରୀକୁ ନେଇ ଏବେ ଚାଲିଛି ସ୍ୱାସ୍ଥ୍ୟସେବା । ଏବେ ପୁରୁଣା କର୍ମଚାରୀ ଓ ଡ଼ାକ୍ତର ଅନ୍ୟତ୍ର ବଦଳି କରିଥିବାରୁ ରୋଗୀ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏହାର ପ୍ରତିବାଦରେ ଅଂଚଳର ବିକାଶ ମଂଚ ଧାରଣାରେ ବସିଛନ୍ତି । କିନ୍ତୁ ପ୍ରଶାସନର କୋଣସି ଅଧିକାରୀ ଏପର୍ଯ୍ୟନ୍ତ ପହଂଚି ନଥିବା ସହ ହତାଦାର କରିଥିବା ଅଭିଯୋଗ କରିଛନ୍ତି । ତେବେ ପ୍ରଶାସନ ଯଦି ଏଠାରେ ଭଲ ଡ଼ାକ୍ତର ଓ କର୍ମଚାରୀ ନିଯୁକ୍ତି ନକରନ୍ତି ଏହି ମେଡ଼ିକାଲ ଭୁତକୋଠିରେ ପରିଣତ ହେବା ନେଇ ସାଧାରଣ ଲୋକ ମତ ରଖିଛନ୍ତି । ଯଦି ପ୍ରଶାସନ ତୁରନ୍ତ ଦାବିକୁ କାର୍ଯ୍ୟକାରି ନକରନ୍ତି ତେବେ ଆନ୍ଦୋଳନ ରାଜରାସ୍ତାକୁ ଓଲ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଗିଡ଼ି ଗଲାଣି ସ୍ୱାସ୍ଥ୍ୟସେବା !
- Advertisement -
Stay Connected
Comment
- ErnestKex on ନିଖୋକ ପରେ ପାହଡ ତଳୁ ମିଳିଲା ନାବାଳିକାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଏହା ଅସ୍ପଷ୍ଟ !
- JerryTuP on ଅଚାନକ ବାଣୀବିହାର ପରିଦର୍ଶନରେ ଉଚ୍ଚ ଶିକ୍ଷାମନ୍ତ୍ରୀ
- JeremyMag on ଜିଲ୍ଲା ଅବକାରୀ ବିଭାଗ ଚଢଉ, ୧୬ ଗିରଫ
- LarryBar on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- Gregoryben on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !

Cześć! Mamy ogromną przyjemność powitać Cię na oficjalnej, całkowicie legalnej witrynie Vavada Net PL Casino, stworzonej specjalnie z myślą o polskich graczach! Nasze kasyno znajduje się pod adresem Szwoleżerów 1, 00-467 Warszawa, Polska. Numer telefonu: +48505490512. Możesz je odwiedzać przez całą dobę, 7 dni w tygodniu, i bez żadnych problemów grać na złoty w takie klasyczne gry jak Tetri Mania czy Lucky 81 od 1 grosza!