ପାରାଦୀପ: ତୈଳ ବିଶୋଧନାଗାରରେ ସ୍ଥାଇ ନିଯୁକ୍ତି ଦାବିରେ ତାତିଲେ ଜମିହରା । ଆଜି ଜମିହରା କୃଷକ ଏକତା ମଂଚ ଧାରଣା ଦେଇଥିବା ବେଳେ ପୋଲିସ ବଳପୂର୍ବକ ହଟାଇ ଦେଇଛି । ତୈଳ ବିଶୋଧନାଗାରରେ ୧୭୫୨ ପରିବାର ଜମି ହରାଇଥିବା ବେଳେ ସେମାନଙ୍କୁ ପ୍ରତିଶ୍ରୁତି ମୁତାବକ ସ୍ଥାଇ ନିଯୁକ୍ତି ଦେବାରେ ସରକାର ଟାଳଟୁଳ ନୀତି ବିରୋଧରେ ଆନ୍ଦୋଳନ ଡ଼ାକରା ଦିଆଯାଇଥିଲା । ଏନେଇ ସଂଘ ଗତ ୧ ତାରିଖରୁ କମ୍ପାନୀ ସମ୍ମୁଖରେ ଧାରଣାରେ ବସିଥିଲା । ତେବେ ଆସନ୍ତା ୬ ତାରିଖରେ କେନ୍ଦ୍ରମନ୍ତ୍ରୀ ପାରାଦୀପ ଗସ୍ତ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସ୍ଥିର କରାଯାଇଥିଲା । ଆଜି ଆନ୍ଦୋଳନକୁ ବାଟହୁଡ଼ା କରିବା ପାଇଁ କମ୍ପାନୀ କର୍ତୃପକ୍ଷ ପୋଲିସ ଲଗାଇ ଆନ୍ଦେଳନକାରୀଙ୍କ ଜୋର ଜବରଦସ୍ତ ଉଠାଇ ଦେଇଛି । ଅନ୍ୟପଟେ ଶତାଧିକ ଆନ୍ଦୋଳନକାରୀ ବଗଦିଆ ରାସ୍ତାରେ ଚାଷୀ ମୋଳିବାନ୍ଧି ବିରାଟ ପଟୁଆରରେ ପ୍ରତିବାଦ କରୁଥିବା ବେଳେ ପୋଲିସ ଏହାକୁ ରୋକିଥିଲା । ଯାହାକୁ ନେଇ କିଛିସମୟ ପାଇଁ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତଧସ୍ତି ଓ ଖଣ୍ଡପ୍ରଳୟ ଦେଖିବାକୁ ମିଳିଥିଲା । ପୋଲିସର ଏପରି ଅଗଣନ୍ତ୍ରିକ କାର୍ଯ୍ୟକୁ ନେଇ ସାରା ଜିଲ୍ଲାରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ତାତିଲା ବାସହରା, ମାନଲାନି ପୋଲିସର ଲାଠିବନ୍ଧୁକ !
- Advertisement -
Stay Connected
Comment
- aviator_tesi on ନିୟମ ଭାଙ୍ଗିଲେ ପୋଲିସ ବାବୁ । ପରିବାର ସହ ଶ୍ରୀମନ୍ଦିରରେ କଲେ ପ୍ରବେଶ
- mostbet_xmEt on ବାଲେଶ୍ୱର ଜିଲ୍ଲା ପୁରୁବାଇ କନ୍ୟାଶ୍ରମରେ ଜିଲ୍ଲା ମଙ୍ଗଳକିମିଟି ଏବଂ କେନ୍ଦ୍ରୀୟଟିମ ପକ୍ଷରୁ ଚଢାଉ !
- mostbet_jjmt on ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା
- melbet_zoMt on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- melbet_ktMt on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.