ଭୁବନେଶ୍ୱର: ପୁଣି ରାଜରାସ୍ତାକୁ ଓଲ୍ଲାଇଲା ଗାଁ ସାଥୀ ସଂଘ । ଦୀର୍ଘ ୧୧ ବର୍ଷ ହେବ ନିଜ ହକ୍ ପାଇଁ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଉପାୟରେ ରାଜରାସ୍ତାରେ ପ୍ରାୟ ୬୦ ହଜାର କର୍ମୀ ଆନ୍ଦୋଳନ କରୁଛନ୍ତି । ଆଜି ରାଜଧାନୀ ଲୋୟର ପିଏମଜିରେ ହଜାର ହଜାର ଗାଁ ସାଥୀ ଭୀକ୍ଷାଥାଳ ଧରି ଅଭିନବ ଉପାୟରେ ଆନ୍ଦୋଳନ କରିଛନ୍ତି । ଗାଁ ସାଥୀଙ୍କ ନାର୍ଯ୍ୟ ଦାବିକୁ ରାଜ୍ୟ ସରକାର ପୂରଣ କରିବାରେ ଟାଳଟୁଳ ନୀତି ଆପଣାଉଥିବାରୁ ୬୦ହଜାର ପରିବାର ଅଭାବ ଅନଟନରେ ଗତି କରୁଛି । ଦୀର୍ଘ ଦିନ ହେବ ସଂଘ ୪ ଦଫା ଦାବି ତଥା ସ୍ଥାଇ ନିଯୁକ୍ତି ଓ ମାସିକ ୬ ହଜାର ଦାବିରେ ଆନ୍ଦୋଳନରେ ଜାରି ରଖିଛି ସଂଘ ।
ପୁଣି ରାଜରାସ୍ତାକୁ ଓଲ୍ଲାଇଲା ଗାଁ ସାଥୀ ସଂଘ; ଭୀକ୍ଷାଥାଳ ଧରି ଲୋୟର ପିଏମଜିରେ ଗର୍ଜିଲେ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
