ମୟୂରଭଞ୍ଜ: ପୂର୍ବ ପରେ ଉତ୍ତର ଓଡ଼ିଶା ଟାର୍ଗେଟରେ ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଓ ମୟୂରଭଞ୍ଜ ଗସ୍ତରେ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି । ଆଜି ପୂର୍ବାହ୍ନ ୧୦ଟା ୪୦ରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ରାଇସୁଆଁ କାର୍ଯ୍ୟକ୍ରମରେ ଯୋଗ ଦେଇ ମୟୂରଭଂଜ ଗସ୍ତରେ ଯାଇଥିଲେ । ରାଇରଙ୍ଗପୁର ଠାରେ ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଏଠାରେ ମହିଳାମାନଙ୍କୁ ଉଦବୋଧନ ଦେବା ସହ ୨୧ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ରାଇରଙ୍ଗପୁର, କରଞ୍ଜିଆ ଉନ୍ନତି ପାଇଁ ୪୫ କୋଟି ୨୧ଟି ପ୍ରକଳ୍ପର ଉଦଘାଟନ କରିବାସହ ୯୬୦କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ୧୫ଟି ଜନହିତକର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାସହ ଆଉ କିଛି ସମୟ ପରେ କେନ୍ଦୁଝର ପଣ୍ଡାପଡ଼ାରେ ଚାଷୀ ସମାବେଶରେ ଯୋଗ ଦେବା ସହ କାଳିଆ ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବେ ।
ପୂର୍ବ ପରେ ଉତ୍ତର ଓଡ଼ିଶା ଟାର୍ଗେଟରେ ମୁଖ୍ୟମନ୍ତ୍ରୀ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
