ହାମିଲଟନ: ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୪ର୍ଥ ଦିନିକିଆ ମ୍ୟାଚରେ ଭାରତୀୟ ଖେଳାଳି ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କ ଆଗରେ ତିଷ୍ଟି ପାରିଲା ନାହିଁ । ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ଟସ୍ ଜିତ ବୋଲୀଙ୍ଗ୍ କରିବାର ନିଷ୍ପତି ନେଇଥିଲା ତେବେ ଟିମ୍ ଇଣ୍ଡିଆ ଗତ ମ୍ୟାଚ ପରି ଆଜି କିଛି ଭଲ ପ୍ରଦର୍ଶନ କରିପାରିନଥିଲା । ମାତ୍ର ୩୦.୫ ଓଭରରେ ଭାରତର ସମସ୍ତ ଖେଳାଳି ଆଉଟ ହୋଇଯାଇଥିଲେ । ୟୁଜଭେନ୍ଦ୍ର ଚହଲ ଅପରାଜିତ ରହି ସର୍ବାଧିକ ୧୮ ରନ କରିଥିବା ବେଳେ ସବୁଠାରୁ ବଡ଼ ପାର୍ଟନରସିପ୍ କୁଳଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରେ ହୋଇଛି ।
ତିନି ଅଙ୍କ ଛୁଇଁପାରିଲାନି ଟିମ୍ ଇଣ୍ଡିଆ !
New Zealand celebrates the wicket of India's Shikhar Dhawan, left, during their fourth one day international cricket match at Seddon Park in Hamilton, New Zealand, Thursday, Jan. 31, 2019. (AP Photo/John Cowpland)
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
