କେନ୍ଦ୍ରାପଡ଼ା: ପଶ୍ଚିମ ଓଡ଼ିଶାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜୀବନରେ ମାରିଦେଲେ ଭୁବନେଶ୍ୱରରେ ପିଟିଲେ, ଆଜି କେନ୍ଦ୍ରାପଡ଼ାରେ ରାଜରାସ୍ତାରେ ହାଣିଲେ । ଆଜି କାମୟାବ ଟିଭିର ସାମ୍ବାଦିକ କୁମାରେଶ ନାୟକଙ୍କୁ ଗୋଡ଼ାଇ ଗୋଡ଼ାଇ ରାଜରାସ୍ତାରେ ଦୁର୍ବୃତ୍ତମାନେ ହାଣିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ଏକ ଅପହରଣ ମାମଲାରେ ଖବର ପ୍ରସାରଣ କୁ ନେଇ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଜଣାପଡ଼ିଛି । ଯେଉଁ ସମୟରେ ନିରିହ ସାମ୍ବାଦିକ ଉପରେ ଆକ୍ରମଣ ହେଲା ଦେଖଣାହାରି ପାଲଟିଥିଲେ ସାଧାରଣ ଜନତାରୁ ବୁଦ୍ଧିଜୀବୀ ଲୋକ । ବର୍ତ୍ତମାନ ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଉଥିଲେ ମଧ୍ୟ କୌଣସି ଜନପ୍ରତିନିଧି ପହଂଚିନଥିବାକୁ ନେଇ ଜିଲ୍ଲା ସାମ୍ବାଦିକ ସଂଘ ନିନ୍ଦା କରିଛନ୍ତି । ଏପରିକି ଅଭିଯୁକ୍ତକୁ ଗିରଫ କରି କୋଠର କାର୍ଯ୍ୟନୁଷ୍ଠାନ ଦାବି କରିଛି ସଂଘ । ଯଦି ତୁରନ୍ତ ଅପରାଧିକୁ ଗିରଫ କରାନଯାଏ ତେବେ ରାଜରାସ୍ତାରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ସଂଘ ।
ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପିଟିଲେ, ଆଜି କେନ୍ଦ୍ରାପଡ଼ାରେ ରାଜରାସ୍ତାରେ ହାଣିଲେ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
