ବାଲେଶ୍ୱର: ସୋର ଷ୍ଟେଟ୍ ବ୍ୟାଙ୍କ ସମ୍ନାରୁ ମୋଟର ସାଇକେଲ ଡ଼ିକି ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ । ପ୍ରାୟ ଦେଢ ଲକ୍ଷ ଟଙ୍କା ଲୁଟି ନେଇଥିବା ସୋର ଥାନାରେ ଅଭିଯୋଗ ହୋଇଛି । ସୂଚନାଅନୁଯାୟୀ ଖଇରା ଥାନା ରାଇଗଦିଅ।। ଗାଁର ଦାମଦୋର ରାମଙ୍କ ପୁଅ କାହ୍ନୁଚରଣ ବ୍ୟାଙ୍କରୁ ଦେଢଲକ୍ଷ ଟଙ୍କା ଉଠାଇ ନିଜ ବାଇକ ଡ଼ିକିରେ ରଖିଥିଲେ । କୌଣସି କାମ ପଡ଼ିବାରୁ ପୂର୍ଣ୍ଣରବାର କିଛି କ୍ଷଣ ପାଇଁ ବ୍ୟାଙ୍କ ଯାଇଥିଲେ । ଫେରିଲା ବେଳକୁ ଡ଼ିକିରୁ ଟଙ୍କା ଗାଏବେ ହୋଇଯାଇଥିଲା । ଯାହାକୁ ନେଇ ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ସାରା ଅଂଚଳରେ ଛାନଭିନ୍ ଆରମ୍ଭ କରିଛି ।
ମାତିଛନ୍ତି ଅଦୃଶ୍ୟ ଲୁଟେରା; ଦିବା ଲୋକରେ ବ୍ୟାଙ୍କ ସମ୍ନାରୁ ଡ଼ିକି ଭାଙ୍ଗି ଲୁଟି ନେଲେ !
- Advertisement -
Stay Connected
Comment
- narkologicheskii stacionar_nvma on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- mostbet_fpkl on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !
- aviator_huer on ଆଜିର ରାଶିଫଳ
- Narkologicheskaya pomosh_ikpi on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- narkologicheskii stacionar_otma on ଗାଁ ଦାଣ୍ଡରେ୪ ଜଣଙ୍କୁ ଟାଙ୍ଗିଆରେ ହାଣି ଯୁବକ ଗିରଫ

thx
thank you
thx