କନ୍ଧମାଳ: ପୁଣି ବାଲିଗୁଡ଼ା ବେଲଘର ଥାନା ଅଂଚଳରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସିଛି । ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ଓ ତାଙ୍କ ପରିବାର ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତ ଛାତ୍ର ଜଣେ କଲେଜ ପଢୁଆ ଛାତ୍ର ହେଇଥିବା ବେଳେ ଥାନାରେ ଅଭିଯୋଗ ପରେ ଫେରାର ହୋଇଥିବା ଜଣାପଡ଼ିଛି । ଅପରପକ୍ଷେ ନାବାଳିକାର ମାନସିକ ଓ ଶାରୀରିକ ଅବସ୍ଥା ଭଲ ନଥିବାରୁ ମେଡ଼ିକାଲରେ ଚିକିତ୍ସିତ ହୋଇଥିବା ଜଣା ପଡ଼ିଛି । ଅନ୍ୟପଟେ ଅଭିଯୁକ୍ତ ଛାତ୍ରଙ୍କ ପରିବାର ଝିଅ ଘର ଲୋକଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ଆଣିଛନ୍ତି । ଗତକିଛି ଦିନ ହେବ କନ୍ଧମାଳ ଆବାସୀକା ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହେବାସହ କନ୍ୟା ସନ୍ତାନ ପ୍ରସବ କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଥିବା ବେଳେ ପୁଣି ଏପରି ଲଜ୍ୟା ଜନକ ଘଟଣାକୁ ବୁଦ୍ଧିଜୀବୀ ମହଲରେ ତିବ୍ର ଅସନ୍ତେଷ ପ୍ରକାଶ ପାଇଛି ।
କନ୍ଧମାଳରେ ପୁଣି ନାବାଳିକା ଦୁଷ୍କର୍ମ ଅଭିଯୋଗ ; ଅଭିଯୁକ୍ତ ଫେରାର !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- BartDug on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- Marcusdauck on Architecture beach blue chairs
- aviator_kusi on ଭାଗ ନଛିଡ଼ିବରୁ ପିଟା ପିଟି !
- Erikzossy on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- MaxDrync on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
