ବରଗଡ଼: ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳି ଯେ କେତେ ଯେ କରୁଣ ହୋଇପାରେ । ନିଜ ଜନ୍ମ କଲା ଝିଅ ଉପରେ ରାଗ ଶୁଯାଇଲା ଦେଲା ନିଷ୍ଟୁର ବାପ । କିରୋସିନ ଢାଳି ମାଆ ଓ ଝିଅ ଉପରେ ନିଆଁ ଲଗାଇ ଦେଲା । ଘଟଣାସ୍ଥଳରେ କିନି ଝିଅ ମୃତ୍ୟୁ ହୋଇଥିବା ବେଳେ ମାଆ ଅଳ୍ପକେ ବର୍ତ୍ତି ଯାଇଛି । ବରଗଡ଼ ଜିଲ୍ଲା ଅତାବିରା ଥାନା କୁକେତିରା ଗାଁରେ ଏପରି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି । ସୂଚନାଅନୁଯାୟୀ ୪ମାସ ପୂର୍ବରୁ ଏହି ଛୋଟ ପରିବାର ଟିଟିଲାଗଡ଼ରୁ ଆସି ଗାଁର ସନ୍ତୋସ ନାୟକଙ୍କ ଘରେ ଭଡ଼ାରେ ରହୁଥିଲେ । ସ୍ୱାମୀ ଟେମ୍ପୁ ଚଲାଉଥିବା ବେଳେ ସ୍ତ୍ରୀ ନିକଟ ଦୋକାନରେ କାମ କରି ଜୀବିକା ନିର୍ଭାହ କରୁଥିଲେ । ଗତ ମଙ୍ଗଳବାର ଦିନ ରାତିରେ କୌଣସି କାରଣ ଝଗଡ଼ା ଲାଗି ଥିଲା । ଏଥିରେ ସ୍ୱାମୀ ରାଗିଯାଇ ଝିଅ ଲିଜା ଓ ସ୍ତ୍ରୀ କସ୍ତୁରୀ ଉପରେ କିରୋସିନ ନିଆଁ ଲଗାଇ ଦେଇଥିଲା । ଖବରପାଇ ଅତାବିରା ପୋଲିସ ଘଟଣାସ୍ଥଳରେ ପହଂଚି ଝିଅର ମୃତ ଦେହକୁ ଜବତ କରିବା ସହ ଅଭିଯୁକ୍ତ ବାପକୁ ଗିରଫ କରିଛି ।
ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
