ବଲାଙ୍ଗିର: ତାତିଲେ ମାତିଲେ ମଦ ଭାଟିକୁ ଭାଙ୍ଗିବା ସହ ଚୋରା ମଦ ବ୍ୟବସାୟୀକୁ ନିସ୍ତୁକ ପିଟିଲେ ମହିଳା । ବଲାଙ୍ଗିର ଜିଲ୍ଲା ପାଟ୍ଟଣାଗଡ଼ ବଡ଼ବାବେଜୁରୀ ଗାଁରେ ଦେଖିବାକୁ ମିଳିଛି ମହିଳାମାନଙ୍କର ଏକତାର ଦୃଶ୍ୟ । ତେବେ ପଞ୍ଚାୟତରେ ଥିବା ଏକାଧିକ ସ୍ୱଂୟ ସହାୟକ ଦଳର ମହିଳାମାନେ ମିଶି ମଦ ବ୍ୟବସାୟୀକୁ ମାଡ଼ ମାରିବା ସହ ଭାଟିକୁ ଭାଙ୍ଗି ସବୁ ମଦକୁ ନଷ୍ଟ କରି ଏଥିରେ ନିଆଁ ଲଗାଇ ଜାଳି ଦେଇଥିବା ଜଣାପଡ଼ିଛି । ପୂର୍ବରୁ ଅନେକ ଥର ମଦ ବନ୍ଦ ପାଇଁ ସରପଂଚଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ବିଡ଼ିଓ, ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା । ତେବେ ମଦ ବ୍ୟବସାୟୀମାନେ ସାରା ଅଂଚଳରେ ମଦର ପ୍ରସାର କରିବା ସହ ବହୁ ପରିବାର ଅଶାନ୍ତିରେ ଦିନ କାଟୁଥିଲେ । ଏହି ଜନଅସନ୍ତୋଷ ଏବେ ଆନ୍ଦୋଳନର ରୂପ ନେଲା । ମେଳି ବାନ୍ଧିଲେ ମହିଳା ଆଇନକୁ ହାତକୁ ନେଲେ ଦିବା ଲୋକରେ ମଦ ଦୋକାନକୁ ଭାଙ୍ଗିଲେ ।
ତାତିଲେ ମାତିଲେ ମଦ ଭାଟିକୁ ଭାଙ୍ଗିବା ସହ ଚୋରା ମଦ ବ୍ୟବସାୟୀକୁ ନିସ୍ତୁକ ପିଟିଲେ ମହିଳ !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
