ବଲାଙ୍ଗିର: ତାତିଲେ ମାତିଲେ ମଦ ଭାଟିକୁ ଭାଙ୍ଗିବା ସହ ଚୋରା ମଦ ବ୍ୟବସାୟୀକୁ ନିସ୍ତୁକ ପିଟିଲେ ମହିଳା । ବଲାଙ୍ଗିର ଜିଲ୍ଲା ପାଟ୍ଟଣାଗଡ଼ ବଡ଼ବାବେଜୁରୀ ଗାଁରେ ଦେଖିବାକୁ ମିଳିଛି ମହିଳାମାନଙ୍କର ଏକତାର ଦୃଶ୍ୟ । ତେବେ ପଞ୍ଚାୟତରେ ଥିବା ଏକାଧିକ ସ୍ୱଂୟ ସହାୟକ ଦଳର ମହିଳାମାନେ ମିଶି ମଦ ବ୍ୟବସାୟୀକୁ ମାଡ଼ ମାରିବା ସହ ଭାଟିକୁ ଭାଙ୍ଗି ସବୁ ମଦକୁ ନଷ୍ଟ କରି ଏଥିରେ ନିଆଁ ଲଗାଇ ଜାଳି ଦେଇଥିବା ଜଣାପଡ଼ିଛି । ପୂର୍ବରୁ ଅନେକ ଥର ମଦ ବନ୍ଦ ପାଇଁ ସରପଂଚଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ବିଡ଼ିଓ, ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା । ତେବେ ମଦ ବ୍ୟବସାୟୀମାନେ ସାରା ଅଂଚଳରେ ମଦର ପ୍ରସାର କରିବା ସହ ବହୁ ପରିବାର ଅଶାନ୍ତିରେ ଦିନ କାଟୁଥିଲେ । ଏହି ଜନଅସନ୍ତୋଷ ଏବେ ଆନ୍ଦୋଳନର ରୂପ ନେଲା । ମେଳି ବାନ୍ଧିଲେ ମହିଳା ଆଇନକୁ ହାତକୁ ନେଲେ ଦିବା ଲୋକରେ ମଦ ଦୋକାନକୁ ଭାଙ୍ଗିଲେ ।
ତାତିଲେ ମାତିଲେ ମଦ ଭାଟିକୁ ଭାଙ୍ଗିବା ସହ ଚୋରା ମଦ ବ୍ୟବସାୟୀକୁ ନିସ୍ତୁକ ପିଟିଲେ ମହିଳ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Ellis on ୫୦୦ ଏଏସ୍ଓ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
- snos zdaniy 924 on ୩ ଡାକ୍ତର ଓ ୧୯ ସ୍ବାସ୍ଥ୍ୟକର୍ମୀଙ୍କୁ କ୍ୱାରେଣ୍ଟାଇନରେ ରଖିଲା ଯାଜପୁର ଜିଲ୍ଲା ପ୍ରଶାସନ
- Dawna on ପରଦାରେ ଆପତ୍ତିଜନକ ଦୃଶ୍ୟ ଦେଇ ଚର୍ଚ୍ଚାରେ ଶ୍ୱେତା ତ୍ରିପାଠୀ
- Dexterdew on କର୍ଣ୍ଣାଟକର ଚାମରାଜାନଗର ଜିଲ୍ଲାରେ ବିଷାକ୍ତ ପ୍ରସାଦ ଖାଇ ମରିବା ଘଟଣା, ଗିରଫ ହେଲେ ୨ ଅଭିଯୁକ୍ତ ,ଏବେବି ୯୦ ଅସୁସ୍ଥ !
- can a non native american own a casino on ବଢୁଛି ଆଶାୟୀଙ୍କ ସଂଖ୍ୟା : ଟିକେଟ କାହା ଭାଗ୍ୟରେ, ଜିତିବେ କିଏ?
