ବାଲେଶ୍ୱର: ମୁଖା ପିନ୍ଧି ଆସିଲେ ଜିଅନ୍ତା ହାଣିଲେ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ବାଣିଆସିଆ ଗାଁରେ ମାତିଛନ୍ତି ମୁଖା ପିନ୍ଧା ଦୁର୍ବୃତ୍ତ । ଗତକାଲି ରାତି ଦୁର୍ବୃତମାନେ ମୁହଁରେ ପଟିବାନ୍ଧି ଜଣେ ମହିଳାଙ୍କୁ ନିର୍ମମ ଭାବେ ଆକ୍ରମଣ କରିଛନ୍ତି । ସୂଚନାଅନୁଯାୟୀ ବାଣିସିଆ ଗାଁର ମଞ୍ଜୁଲାତା ଜେନା ଶୌଚ କରିବାକୁ ଯାଇଥିବା ବେଳେ ଦୁର୍ବତ୍ତମାନେ ମହିଳାଙ୍କ ବେକ, ଗୋଡ଼କୁ ବ୍ଲେଡ଼ରେ ନିର୍ମମ ଭାବେ କାଟିବା ସହ ମୁଣ୍ଡକୁ କାନ୍ଥରେ ପିଟିଥିଲେ । ଏତିକିରେ ସରିନଥିଲା ଅତ୍ୟାଚାର ମହିଳାଙ୍କୁ ବୋତଲରେ ଆଣିଥିବା ଅଜଣା ପଦାର୍ଥ ପିଆଇବା ସହ ଏସିଡ଼ି ଢାଳି ପୋଡ଼ି ମାରିବା ପାଇଁ ଉଦ୍ୟମ କରିବା ବେଳେମଞ୍ଜୁଲତା ଚିକ୍ରାର କରିଥିଲେ । ଚିକ୍ରାର ଶୁଣି ପରିବାର ଲୋକ ଆସିଲା ବେଳକୁ ଦୁର୍ବୃତ୍ତମାନେ ପଳାଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପୂର୍ବଶତ୍ରୁତାରୁ ଆକ୍ରମଣ ହୋଇଥିବା ପରିବାର ଲୋକ ସୋର ଥାନାରେ ଅଭିଯୋଗ କରିଛନ୍ତି ।
ବାଲେଶ୍ୱର ଜିଲ୍ଲା ସୋର ବାଣିଆସିଆ ଗାଁରେ ଆତଙ୍କ; ଦୁର୍ବତ୍ତ ମୁଖା ପିନ୍ଧି ଆସିଲେ ଜିଅନ୍ତା ହାଣିଲେ !
- Advertisement -
Stay Connected
Comment
- dutasteride topical on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- diflucan for yeast uti on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- linezolid 600 mg tablet on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- mirtazapine 15 mg tablet price on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.