ବରଗଡ଼: ଆଜି ଅଷ୍ଟମ ଦିନରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଗତକାଲି ୭ମ ଦିନରେ ଗୋପପୁର କୃଷ୍ଣମୟ ପରିବେଶ ସୃଷ୍ଟି ହୋଇଛି । ଗୋପବାସୀଙ୍କୁ ମହାପ୍ରଭୁ ଶ୍ରୀକୃଷ୍ଣ ଗୋଟାଏ ପରେ ଗୋଟାଏ ଲୀଲା ଦେଖାଇଥିଲେ । ବିଶେଷକରି ପ୍ରତିଦିନ ଗୋପୀମାନେ ମଥୁରାକୁ ଦହୀ ବିକ୍ରି କରି ଫେରିବା ବାଟରେ ଯମୁନା ନଦୀ ପାର ହୋଇ ଆସିବା ବେଳେ ମହାପ୍ରଭୁ ନାଇରୀଆଁ ବେଶ ସମସ୍ତଙ୍କ ମନ ମୋହିଥିଲା । ଯାହାକୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଅନ୍ୟପଟେ ମଥୁରାରେ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜ କଂସ ଆୟୋଜନ କରିଥିଲେ ଛଳନାର ଧନୁଯାତ୍ରା । ଆଜି ମଧ୍ୟ ଗୋପରେ ମହାପ୍ରଭୁଙ୍କ ଶ୍ରୀକୃଷ୍ଣଙ୍କ ଲୀଳା ଚାଲିଥିବା ବେଳେ ମଥୁରାରେ କଂସର ଗର୍ଜନ ଦେଖିବାକୁ ମିଳିବ
ଅଷ୍ଟମ ଦିନରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା; ଆଜି ଗୋପରେ ଶ୍ରୀକୃଷ୍ଣଙ୍କ ଲୀଳା, ମଥୁରାରେ କଂସର ଗର୍ଜନ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- RandallLam on ଫସିଲେ ୧୭ ଓଡିଆ ଶ୍ରମିକ : ମସ୍କଟ ଓମାନରେ
- Narkolog na dom_exKn on ଆଜିର ରାଶିଫଳ
- RandallLam on ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
- Davonsam on ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ
- Narkolog na dom_yjSn on ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳର ସାଂଗଠନିକ ସମ୍ପାଦକ ଭାବେ ହେଲେ ନିଯୁକ୍ତ
