ମାଲକାନଗିରି ; ଲାଲକରିଡର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ମାଓନେତ୍ରୀ । ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମାଓ ନେତ୍ରୀ ଶାନ୍ତି । ଏନେଇ ମାଲକାନଗିରି ଏସପି ଜଗମୋହନ ମୀନଙ୍କ ସୂଚନା । ତେବେ ପୂର୍ବରୁ ଶାନ୍ତିଙ୍କ ନାଁରେ ୭ରୁ ଅଧିକ ହତ୍ୟାକାଣ୍ଡ ଅଭିଯୋଗ ଥିଲା । ଏହାସହିତ ଅନେକ ମାମଲାରେ ଅଭିଯୁକ୍ତ ମଧ୍ୟ ଥିଲେ । ଶାନ୍ତି ୨୦୦୮ ରୁ ମାଓ କାର୍ଯ୍ୟକଳାପ ସହ ଜଡିତ ଥିଲେ । ସେ ଗୁମ୍ମା ଆଞ୍ଚଳିକ କମିଟିର ଏସିଏମ୍ ଭାବେ ସକ୍ରିୟ ଥିଲେ । ତେବେ ବିଚ୍ଛିନ୍ନାଞ୍ଚଳରେ ହେଉଥିବା କାର୍ଯ୍ୟରେ ଖୁସି ହୋଇ ଶାନ୍ତି ମାଓ ସଂଗଠନ ଛାଡିଥିବା ପ୍ରକାଶ କରିଛନ୍ତି ।
ଲାଲକରିଡର ଛାଡିଲେ ଶାନ୍ତି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
