ବରଗଡ଼: ବିଜେପୁର ତହସିଲ ଅଫିସରେ ଖୁଲମ୍ ଖୋଲା ଲାଞ୍ଚ କାରବାର ଚାଲିଛି, ତହସିଲଦାର ଦେଖି ନଦେଖିଲା ପରି ମନେ କରୁଛନ୍ତି । ତହସିଲ କର୍ମଚାରୀ ଦିବାଲୋକରେ ଗରିବ ଅସହାୟ ଚାଷୀଙ୍କ ଠାରୁ ସୁଯୋଗରେ ଲୁଟିବାରେ ବ୍ୟସ୍ଥ, ସେପଟେ ତହସିଲଦାର ନିରବ । ତହସିଲଦାର ଓ ତାଙ୍କ କର୍ମଚାରୀଙ୍କ ମଧ୍ୟରେ ସଲାସୁତରା ହୋଇ ଏହି ସୁଯୋଗରେ ଗରିବ ଚାଷୀଙ୍କ ଠାରୁ ଲୁଟିନେଉଥିବା ଅଭିଯୋଗ ଆସିଛି । ସରକାରଙ୍କ ଘୋଷଣା ଅନୁଯାୟୀ ରାଜ୍ୟର ସମସ୍ତ ତହସିଲ ମାନଙ୍କରେ ବାକିଥିବା ମିଟିସନ ଓ ଜମିର ପଟ୍ଟା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାର ଅବଧି କମ ଦିନ ଥିବା ବେଳେ ବିଜେପୁର ସହସିଲ ଅଫିସରେ ଏହାର ଅବ୍ୟବସ୍ଥା ଦେଖିବାକୁ ମିଳିଛି । କିଛି ଅସାଂଧୁ କର୍ମଚାରୀମାନେ ଖୋଲମ ଖୋଲା ଲାଞ୍ଚ ନେଉଥିବା ଦେଖିବାକୁ ମିଳିଛି । ତହସିଲର ସିନିୟର କ୍ଲର୍କ ରେକର୍ଡ଼ ରୁମ୍ରେ କ୍ଲିୟରାନ୍ସ ପାଇଁ ଲାଞ୍ଚ ନେଇଥିବା ବେଳେ ଆମ ପ୍ରତିନିଧିଙ୍କ କ୍ୟାମେରା କଏଦ ହୋଇଛି ଦୃଶ୍ୟ । ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏପରିକି ଆମ ପ୍ରତିନିଧି ତହସିଲଦରଙ୍କୁ ଫୋନ୍ରେ ଯୋଗା ଯୋଗ କରିଥିଲେ ମଧ୍ୟ ଏହ ସମ୍ଭବ ହୋଇନଥିଲା । ଅନ୍ୟପଟେ ଅସାଂଧୁ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନହେଲେ ଆନ୍ଦୋଳନ ପାଇଁ ସ୍ଥାନୀୟ ଜନପ୍ରତିନିଧି ଚେତାବନୀ ଦେଇଛନ୍ତି ।
ବିଜେପୁର ତହସିଲ ଅଫିସରେ ବାଡ଼ ଖାଉଛି ଫସଲ; ପଢନ୍ତୁ କିଏ ବାଡ଼ ? ଆଉ କିଏ ଫସଲ ?
2 Comments
2 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online. Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?