ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟ୍ଟଳ ବିହାରୀ ବାଜପେୟୀଙ୍କୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ମୋଦି ଉନ୍ମୋଚନ କଲେ ୧୦୦ ଟଙ୍କିଆ କଏନ୍ । ଆସନ୍ତାକାଲି ଅର୍ଥାତ ୨୫ ଡିସେମ୍ବର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ଜୟନ୍ତୀ । ବାଜପେୟୀଙ୍କ ଜନ୍ମ ଜୟନ୍ତିର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ମାନରେ ୧୦୦ ଟଙ୍କିଆ ସ୍ମାରକୀ କଏନ୍ ଜାରି କରିଛନ୍ତି । ଏହି ସା୍ମରକୀ କଏନ୍ ରେ ବାଜପେୟୀଙ୍କୁ ସମ୍ମାନ ଜଣାଇ ବାଜପେୟୀଙ୍କ ଛବି ରଖାଯାଇଛି ଏବଂ ଏହା ସହ ଦେବନାଗରୀ ଓ ଇଂରାଜୀ ଭାଷାରେ ତାଙ୍କ ନାମ ଲେଖାଯାଇଛି । ଏହି ସ୍ମାରକୀ ଉନ୍ମୋଚନ ଅବସରରେ ମୋଦି କହିଛନ୍ତି ବାଜପେୟୀ ଆଉ ଆମ ଗହଣରେ ନାହାନ୍ତି ବୋଲି ମନ ଏବେ ବି ମାନୁ ନାହିଁ , ବାଜପେୟୀ ଆମ ହୃଦୟରେ ପୁରା ୫୦ବର୍ଷ ରାଜ କରିଥିଲେ ଓ ଆଗକୁ ମଧ୍ୟ କରିବେ ।
ଉନ୍ମୋଚିତ ହେଲା ୧୦୦ ଟଙ୍କିଆ କଏନ୍ , କଏନରେ ରହିଛି ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଛବି !
1 Comment
1 Comment

Hey juet wanted too gikve yyou a quiick hesads upp andd leet yyou knokw a few oof
tthe imagess aren’t loading correctly. I’m nott sude whyy buut I thiknk itss a linkinjg issue.
I’ve triued it iin twoo differenjt internet bbrowsers aand both show thee ssame results.
xnxx