ରାଉଲକେଲା: ପୁଣି ମାଓବାଦୀଙ୍କ ଗୁଳିରେ ଯବାନ ଗୁରୁତର । ଏଭଳି ଘଟଣା ଘଟିଛି ଓଡିଶା ସୀମାନ୍ତ ଷଢେଇକଳା ଖରସୁଆଁ ଏବଂ ସିଂହଭୂମି ଜିଲ୍ଲା ସୀମାନ୍ତ ଝରଝରା ଜଙ୍ଗଲରେ । ତେବେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥାଲା । ଯାହାଫଳରେ କୋବ୍ରା ବାଟଲିୟନର ଦୁଇଜଣ ଯବାନ ଗୁରୁତର ଆହତ ହୋଇଥିବାବେଳେ କିଛି ନକ୍ସଲ ଆହତ ହୋଇଥୁବା ଅନୁମାନ କରାଯାଉଛି । ସେପଟେ ଆହତ ଯବାନମାନଙ୍କୁ ହେଲିକପ୍ଟର ମାଧ୍ୟମରେ ରାଞ୍ଚି ନିଆଯାଉଥିବା ଜଣାପଡିଛି । ଅନ୍ୟପଟେ ସିଆରଫିଏଫ ଏବଂ ଝାଡଖଣ୍ଡ ପୁଲିସର କୋବ୍ରାବାହିନୀ ପକ୍ଷରୁ ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଛି । ଅନ୍ୟପଟେ ଝରଝରା ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଚାରିପଟେ ଲ୍ୟାଣ୍ଡ ମାଇନ୍ସ ଖଞ୍ଜାଯାଇଥିଲା । ଯାହା ଫଳରେ ଗୋଟିଏ ଲ୍ୟାଣ୍ଡ ମାଇନ୍ସ ବିସ୍ପୋରଣ ହୋଇଥିବା ସୂଚନା ମିଳିଥିବାବେଲେ ଆହୁରି ଲ୍ୟାଣ୍ଡ ମାଇନ୍ସ ବିଛା ଯାଇଥିବା ସନ୍ଦେହ କରାଯାଉଛି । ଏଥିପାଇଁ ପୁଲିସ ଆଣ୍ଟିଲ୍ୟାଣ୍ଡ ମାଇନ୍ସ ସ୍କ୍ୱାର୍ଡ ସାହାର୍ଯ୍ୟରେ ତଲାସୀ ଜାରି ରହିଛି ।
ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର, ସେପଟେ ପୁଲିସ ଆଣ୍ଟିଲ୍ୟାଣ୍ଡ ମାଇନ୍ସ ସ୍କ୍ୱାର୍ଡର ତଲାସୀ ଜାରି !
- Advertisement -
Stay Connected
Comment
- dutasteride topical on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- diflucan for yeast uti on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- linezolid 600 mg tablet on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- mirtazapine 15 mg tablet price on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.