ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ରେ ଗତକାଲି ବିଳମ୍ବିତ ରାତିରେ ସର୍ଟସର୍କିଟ୍ ରେ ଜଳିଗଲା ୪ ଦୋକାନ । ତେବେ ଖବର ମୁତାବକ ଏହା ସୋର ବ୍ଲକ ରୋଷଛକ ସ୍ୱାଇଁ ମାର୍କେଟ କମ୍ପେ୍ଲକ୍ସରେ ଥିବା ଏକ ସେଲୁନ୍ ରେ ବିଦ୍ୟୁତ୍ ସର୍ଟସର୍କିଟ୍ ହୋଇ ୪ଟି ଦୋକାନ ର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଠ ହୋଇଛି । ତେବେ ଖବର ପାଇ ଦୁଇଟି ଅଗ୍ନୀସମ ବାହିନୀ ଗାଡି ପହଚିଂ ଗ୍ରାମବାସୀଙ୍କ ସହାୟତା ରେ ନିଆଁକୁ ଆୟତ କରିଥିଲେ ।
ସର୍ଟସର୍କିଟ୍ ରେ ଜଳିଗଲା ୪ ଦୋକାନ ।
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JerryTuP on ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
- Robertfauts on ମହାରାଷ୍ଟ୍ରରେ ଠାକ୍ରେ ରାଜ୍
- Carlosadoke on ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ପରିଚାଳନାଗତ ତ୍ରୁଟି ଯୋଗୁ ୪ ବୁଥ୍ରେ ସାନି ମତଦାନ
- BradleyGob on ଘରୁ ଉଦ୍ଧାର ହେଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ !
- Robertfauts on ବାରଙ୍ଗରେ ଗୁଳିକାଣ୍ଡ: ଜଣେ ମୃତ
