ଭଦ୍ରକ: ଭୁଶୁଡିଗଲା ସ୍କୁଲ ପାଚେରୀ । ଫଲରେ ୨ ଛାତ୍ର ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଭଣ୍ଡାରୀ ପୋଖରୀ ବିଷୋଳ କୁଲଣ୍ଡା ଉଚ୍ଚବିଦ୍ୟାଳୟରେ । ସୂଚନ ଅନୁଯାୟୀ ଖେଳ ଛୁଟି ସମୟରେ ମଧ୍ୟାହ୍ନ ଭୋଜନ ଖାଇସାରି ନଳକୂପକୁ ହାତ ଧୋଇବାପାଇଁ ଛାତ୍ରମାନେ ଯାଇଥିବାବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ତେବେ ପାଚେରୀଟି ଦୁର୍ବଳ ହୋଇଯାଇଥିବାରୁ ଏଭଳି ଅଘଟଣ ଘଟିଛି । ସେପଟେ ଆହତ ଛାତ୍ରମାନଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ଭୁଶୁଡିଗଲା ସ୍କୁଲ ପାଚେରୀ , ୨ ଛାତ୍ର ଗୁରୁତର!
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- allopurinol 300 mg on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- antibiotics online on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- buy antibiotics on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- dutasteride topical on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
