ଏକ୍ସଆଇଏମ୍‌ରେ ୪ ଦିନିଆ ଶିକ୍ଷା କର୍ମଶାଳା – Fast News Network

Odisha Hot News
0 Min Read

[ad_1]

ଜଟଣୀ: ସ୍ଥାନୀୟ ଜାଭିୟର ମ୍ୟାନେଜ୍‌ମେଣ୍ଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ୪ ଦିନ ବ୍ୟାପି ଗ୍ରାମୀଣ ବ୍ୟବସ୍ଥା ପରିଚାଳନା ଶିକ୍ଷାରେ ପରିବର୍ତ୍ତନ ଓ ଟ୍ରାଫିକ୍‌ ପୋଲିସ୍‌ ବିଷୟରେ ଏକ କର୍ମଶାଳା ଆୟୋଜନ କରାଯାଇଛି। ଏହି କର୍ମଶାଳାରେ ଦେଶ ତଥା ବିଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ବିଶେଷଜ୍ଞମାନେ ଇନ୍‌ଷ୍ଟିଚ୍ୟୁଟ୍‌ର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିଥିଲେ। ଭାରତର ସର୍ବପ୍ରଥମ ବାୟୁ ପ୍ରଦୂଷଣ ମୁକ୍ତ ଯନ୍ତ୍ର ଜାଭିୟର ପରିସର ମଧ୍ୟରେ ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜାଭିୟର ବିଶ୍ବବିଦ୍ୟାଳୟର ଉପକୂଳପତି, ରେଜିଷ୍ଟାର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

[ad_2]

Source link

Share This Article