ବରଗଡ: ବାପାକୁ ପିଟିମାରିଦେଲା ମଦୁଆ ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡସ୍ଥ ଜଗଦଳପୁର ଥାନା ଅନ୍ତର୍ଗତ ବିଜରାଭଟା ଗ୍ରାମରେ । ମୃତକ ହେଲେ ଆଶାରାମ ଭୋଇ । ଅଭିଯୁକ୍ତ ପୁଅ ହେଲେ ଦିଲ୍ଲୀପ ଭୋଇ । ତେବେ ଦିଲ୍ଲୀପ ପ୍ରତିଦିନ ମଦ ପିଇ ଘରକୁ ଆସି ପରିବାର ଲୋକଙ୍କ ସହ ଝଗଡା କରିଥାଏ । ତେଣୁ ଏହାକୁ ବାପା ବିରୋଧ କରିବାରୁ ନିଶାସକ୍ତ ଅବସ୍ତାରେ ଦଲ୍ଲୀପ ତା ବାପାଙ୍କୁ ଲାଠିରେ ପିଟିପିଟି ମାରିଦେଇଥିବା ଜଣାପଡିଛି । ତେବେ ଘଟଣା ସମ୍ପର୍କରେ ଖବରପାଇ ଜଗଦଳପୁର ଥାନାଅଧିକାରୀ ଶ୍ରୀମତୀ ଲଲିତା ଲାକ୍ରା ଘଟଣା ସ୍ଥଲରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । ତାହାସହିତ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ପୁଲିସ । ସେପଟେ ଆଇଆଇସି କହିଛନ୍ତି ,ପାରବାରିକ କଲହରୁ ଏଭଲି ଜଘନ୍ୟକାଣ୍ଡ ଘଟିଛି ।
ବାପାକୁ ପିଟିମାରିଦେଲା ମଦୁଆ ପୁଅ !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
