ଭଦ୍ରକ: ବିଷାକ୍ତ ଫଳ ଖାଇଗଲେ ଛାତ୍ରଛାତ୍ରୀ । ଭଦ୍ରକ ଜିଲ୍ଲା ତିହିଡି ପ୍ରଥମିକ ବିଦ୍ୟାଳୟରେ ୧୨ ଜଣ ଛାତ୍ରଛାତ୍ରୀ ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏବଂ ଚିକିତ୍ସା ପରେ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି । ସୂଚନାଅନୁଯାୟୀ ଗତକାଲି ମଧ୍ୟାନ୍ନ ଭୋଜନ ଖାଇବା ପରେ ସ୍କୁଲ ପାଚେରି ନିକଟରେ ଥିବା ଏକ ଗକ୍ତର ବିଶାକ୍ତ ଫଳ ଖାଇ ଦେଇଥିଲେ । ସେହି ଫଳ ଖାଇବା ପରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ଶିକ୍ଷକମାନେ ପଚରାଉଚରା କରିବା ପରେ ବିଷାକ୍ତ ଫଳ ଖାଇଥିବା ଛାତ୍ରଛାତ୍ରୀମାନେ କହିଥିଲେ । ଏପରି ଘଟଣାକୁ ସାରା ଜିଲ୍ଲାରେ ଚର୍ଚ୍ଚା ଚାଲିଥିବା ବେଳେ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।
ଛାତ୍ରଛାତ୍ରୀ ଖାଇଗଲେ ବିଷାକ୍ତ ଫଳ; ୧୨ ଆହତ, ମେଡ଼ିକାଲରେ ଚିକିତ୍ସା ପରେ ସୁସ୍ଥ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- TrentIsofe on ୪୦ ଡିଗ୍ରି ଉପରେ ୯ ସହର
- DamonAsymn on ଗଞ୍ଜାମର ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଉପରେ ଲାଗିଲା କଟକଣା
- LesterBline on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- JamarcusOdolf on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- Larryskymn on ଭାରତୀୟ କ୍ରିକେଟ୍ ସଦସ୍ୟଙ୍କୁ ବିସିସିଆଇ ତରଫରୁ ପୁରଷ୍କାର !
