ଭୁବନେଶ୍ୱର: ଡିସେମ୍ବର ୧୩ ରୁ ୧୫ ତାରିଖ ମଧ୍ୟରେ ଯୁକ୍ତ ୨ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରବେ ବୋଲି ଘୋଷଣା କଲେ ଉଐଝଋ ବୋର୍ଡ । ତେବେ ଏଥିରେ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ । ଫର୍ମର ମୂଲ୍ୟ ୫୨୦ ଟଙ୍କା ଧାର୍ୟ୍ୟ କରାଯାଇଛି । ୧୪ରୁ ୧୭ ତାରିଖ ମଧ୍ୟରେ ପରୀକ୍ଷା ଫି ଦାଖଲ କରିବେ ଛାତ୍ରଛାତ୍ରୀ ।
CHSE ବୋର୍ଡ ଙ୍କ ପକ୍ଷରୁ ଘୋଷଣା ଡିସେମ୍ବର ୧୩ ରୁ ୧୫ ତାରିଖ ମଧ୍ୟରେ ଯୁକ୍ତ ୨ ପରୀକ୍ଷାର ଫର୍ମ ପୂରଣ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Geraldtreag on ଫସିଲେ ୧୭ ଓଡିଆ ଶ୍ରମିକ : ମସ୍କଟ ଓମାନରେ
- Hubertweila on ପାକିସ୍ତାନରୁ ଫେରିବା ପରେ ସୁଷମାଙ୍କୁ ଭେଟିଲେ ଅନସାରୀ ।
- pinup_vfpt on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- Casinos En Marbella EspañA on ଭାଇର ଅଭିଯୋଗ; ଯୌତୁକ ପ୍ରଥା ମୋ ଭଉଣୀକୁ ମାରିଦେଲା !
- Timothyacith on ପ୍ରବାସୀ ଓଡ଼ିଆମାନଙ୍କୁ ନିୟମ ମାନିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
