ମୋହନା : ସ୍ୱାମୀ ପାଲଟିଆ ନରରାକ୍ଷସ । ଭୁଲିଗଲା ନିଜର ହିତାଧିଜ୍ଞାନ । ଫଲରେ ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତେି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କ୍ରିଡାସିଂ ଗାଁରେ । ମୃତ ମହିଳା ଜଣଙ୍କ ହେଲେ କ୍ଷୀର ରଣଷଣ୍ଢ । ଅଭିଯୁକ୍ତ ସଦ୍ୱାମୀ ହେଲେ କୋରା ରଣଷଣ୍ଢ । ସେପଟେ ଘଟଣାର ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତକରିବା ସହ ଅଭିଯୁକ୍ରଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ତାହାସହିତ ତଦନ୍ତ ଚଳାଇଛି ପୁଲିସ । ଅନ୍ୟପଟେ ପରିବାର କଳହକୁ ନେଇ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ହାଣିଥିବା ଅଭିଯୋଗ ହୋଇଛି ।
ସ୍ୱାମୀ ନୁହେଁ ତ ନରରାକ୍ଷସ , ସ୍ୱାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
