ପୁରୀ: ପୁରୀ ପୁଲିସ ହାତରେ ଧରାପଡିଲା ବ୍ୟାଗ ଚୋର । ତେବେ ଗତକାଲି ଜଣେ ଛାତ୍ରୀ ଭୁବନେଶ୍ୱରରୁ ପୁରୀ ଯାଇଥିଲେ । ପୁରୀ ସମୁଦ୍ରରେ ଗୋଧୋଇବାକୁ ଯିବା ସମୟରେ ବ୍ୟାଗ ଓ ମୋବାଇଲ ଥୋଇ ଦେଇ ସୁଦ୍ର ରେ ଗାଧୋଉଥିବା ବେଳେ ଚୋର ଆସି ତାଙ୍କ ବ୍ୟାଗ ଓ ମୋବାଇଲ ଚୋରୀ କରିଥିଲା । ତେବେ ଛାତ୍ରୀ ଜଣଙ୍କ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟର ପାଠ ପଢନ୍ତିି । ବ୍ୟାଗରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଥିବାରୁ ଛାତ୍ରୀଜଣକ କାନ୍ଦି କାନ୍ଦି ସମୁଦ୍ରକୁଳ ଥାନାରେ ପହଁଚିଥିଲେ । ତେବେ ଛାତ୍ରୀଙ୍କ ଅଭିଯୋଗ ପାଇବା ପରେ ପୁରୀ ପୁଲିସ ମୋବାଇଲ ନମ୍ବରକୁ ଆଧାର କରି ଆରମ୍ଭ କରିଥିଲା ତଦନ୍ତ । ମୋବାଇଲ ଟ୍ରାକିଂ ଜରିଆରେ ପୁଲିସ ମାତ୍ର ୧୦ ମିନିଟ୍ ମଧ୍ୟରେ ପୁରୀ ରେଲୱେ ଷ୍ଟେସନ ନିକଟରୁ ଚୋରକୁ ଧରିବା ପାଇଁ ସଫଳ ହୋଇଥିଲା । ଚୋରଜଣକ ବୌଦ୍ଧ ଅଂଚଳର ହୋଇଥିବା ବେଳେ ତା ନିକଟରୁ ଚୋରି ହୋଇଥିବା ମୋବାଇଲ ଓ ବ୍ୟାଗ୍ ଜବତ ହୋଇଛି । ତେବେ ଏହି ୧୦ ମିନିଟର ସଫଳତା ଜନଶାଧାରଣଙ୍କ ମନରେ ପୁଲିସ ପାଇଁ ପ୍ରଶଂସିତ ଘର ଛିଡା ହୋଇଛି ।
୧୦ ମିନିଟରେ ଧରାପଡିଲା ଚୋର: ପୁରୀ ପୁଲିସକୁ ମିଳିଲା ବାହା ବାହା !
- Advertisement -

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Kasyno vavada systematycznie buduje swoją pozycję wśród polskim graczom, oferując kompletną lokalizację w języku polskim. Vavada casino zapewnia metody płatności dostosowane do lokalnego rynku, a vavada pl umożliwia łatwy dostęp dla graczy z Polski. Oficjalną stronę vavada kasyno odwiedzają głównie doświadczonych graczy, którzy doceniają atrakcyjne bonusy i program lojalnościowy.