କାମାକ୍ଷାନଗର: ପୁଣି ହାତୀ ଆକ୍ରମଣରେ ଜଣେ ମୃତ । ଏଭଳି ଘଟଣା ଘଟଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣି ଗାଁରେ । ମୃତକ ହେଲେ ନିରୋପମା ବିଶ୍ୱାଳ । ସୂଚନା ମୁତାବକ ଆଜି ସକାଳେ ନିରୋପମା ମର୍ଣ୍ଣିଂ ୱାକ୍ ଯାଇଥିଲେ । ବାଟରେ ହାତୀ ହାବୁଡରେ ପଢିଯାଇଥିଲେ । ଯାହା ଫଳରେ ହାରୀ ଆକ୍ରମଣ କରିଥିଲା । ସେଠାରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ଘଟଣାକୁ ନେଇ ସ୍ତାନୀୟ ଅଞ୍ଚଳରେ ଉତଜେନା ପ୍ରକାଶ ପାଇବାସହ ଭାଲୁମୁଣ୍ଡା ଛକରେ ରାସ୍ତା ଅବରୋଧ କରିଥିବା ଜଣାପଡିଛି । ତେବେ ଏହି ଘଟଣାର ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ବୁଝାସୁଝା କରିଥିବା ଜଣାଯାଉଛି । ଅନ୍ୟପଟେ ସ୍ତାନୀୟ ଲୋକେ ଅଭିଯୋଗ କରିଛନ୍ତି ଦନ୍ତା ହାତୀ ଗୋଠ ହୋଇ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରୁଛନ୍ତି ।
ପୁଣି ମାରିଦେଲା ହାତୀ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- ErnestLab on ମାରୁତି ସୁଜୁକିି ୱାଗନ ଆର୍ ବଜାରରେ ଆସୁଛି ନୂଆରୂପରେ !
- Patrickelisp on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- real id fake on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- WilliamHab on ଆଜିର ରାଶିଫଳ
- HarrisonVethy on ଆଜିର ରାଶିଫଳ
