ସୁନ୍ଦରତାରେ କେହି କାହାଠୁ କମ ନୁହଁନ୍ତି ଏହି 4 ଜଣ ଭାରତୀୟ Cricketer ଙ୍କ ପତ୍ନୀ

Odisha Hot News
3 Min Read

ଭୁବନେଶ୍ବର : ଆଜି ଆମେ ଆପଣଙ୍କୁ କିଛି ଭାରତୀୟ କ୍ରିକେଟର ଙ୍କ ପତ୍ନୀ ଙ୍କ ସୁନ୍ଦରତା ବିଷୟରେ କହିବାକୁ ଯାଉଛୁ । ଏହି କ୍ରିକେଟର ମାନଙ୍କ ପତ୍ନୀ ମାନେ ଏତେ ସୁନ୍ଦର ଯେ ବଲିଉଡର ଅଭିନେତ୍ରୀ ମାନେ ମଧ୍ୟ ତାଙ୍କ ଆଗରେ ଫିକା ପଡି ଯାଇଥାନ୍ତି । ସୁନ୍ଦରତା ରେ ଏମାନେ ମଧ୍ୟ କୌଣସି ବଲିଉଡର ଅଭିନେତ୍ରୀ ଙ୍କ ଠାରୁ କମ ନୁହଁନ୍ତି।ରୂପ ରେ ଗୁଣ ରେ ସେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଦେଖିବା ସେ କେଉଁ କ୍ରିକେଟର ଯାହାଙ୍କର ପତ୍ନୀ ଅଧିକ ରୁ ଅଧିକ ସୁନ୍ଦର ଅଟନ୍ତି।ତେବେ ଆସନ୍ତୁ ସେ ବିଷୟରେ ଅଧିକ ଆଲୋଚନା କରିବା।

୧.ରୋହିତ ଶର୍ମା-କ୍ରିକେଟ ରେ ରହିତ ଙ୍କୁ ହିଟ ମ୍ୟାନ ଭାବେ ସମସ୍ତେ ଜାଣିଥାନ୍ତି।ଭାରତ ପାଇଁ ଅନେକ ସ୍ଥାନରେ ସେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି।ସେ ଅନେକ ଗୁଡିଏ ଶତକ ଓ ଅର୍ଧ ଶତକ ର ଅଧିକାରୀ ଅଟନ୍ତି।ସେ ନିଜ କ୍ୟାରିଅର ମଧ୍ୟରେ ଅନେକ ସ୍କୋର କରିଛନ୍ତି।ସେ ଜଣେ ବହୁତ ଭଲ ଖେଳାଳି ଅଟନ୍ତି।ତାଙ୍କର ଧୂଆଁଦାର ବ୍ୟଟିଙ୍ଗ ବଳ ରେ ସେ ଭାରତକୁ ବହୁତ ଥର ବିଜୟ ହାସଲ କରିବା ରେ ସାହାଯ୍ୟ କରିଛନ୍ତି।

ବର୍ତ୍ତମାନ ଆଲୋଚନା କରିବା ତାଙ୍କର ବୈବାହିକ ଜୀବନ ସମ୍ପର୍କରେ।ସେ ୨୦୧୫ ମସିହାରେ ରୀତିକା ଜଗଦେଵ ଙ୍କୁ ବିବାହ କରିଥିଲେ।ରୀତିକା ଙ୍କ ର ଏକ ବହୁତ ବଡ଼ ବିଜନେସ ଅଛି।ତାଙ୍କର ଭାଇ ଜଣେ ସେଲିବ୍ରିଟି ମ୍ୟାନେଜର ଭାବେ ବହୁତ ଜଣ ଶୁଣା ଅଟନ୍ତି।ତାଙ୍କର ଭାଇଙ୍କର ଇଣ୍ଡଷ୍ଟ୍ରୀ ରେ ବହୁତ ହାତ ଅଛି।ଦୁହିଁଙ୍କ ବୈବାହିକ ଜୀବନ ବହୁତ ଖୁସି ରେ କଟୁଛି।

୨.ବିରେନ୍ଦ୍ର ସେହବାଗ-ସେହବାଗ ଜଣେ ବହୁତ ଭଲ ଖେଳାଳି ଅଟନ୍ତି।ନିଜର ଧୂଆଁଦାର ବ୍ୟଟିଙ୍ଗ ବଳରେ ସେ ଭାରତ ପାଇଁ ଅନେକ ବିଜୟ ଆଣି ଦେଇଛନ୍ତି।ସେ ଭାରତୀୟ କ୍ରିକେଟ ଦଳ ପକ୍ଷରୁ ଓପେନିଂ ବ୍ୟାଟ୍ସମ୍ୟାନ ଭାବେ ଖେଳିଥାନ୍ତି।ସେ ନିଜ କ୍ୟାରିଅର ମଧ୍ୟରେ ବହୁତ ସ୍କୋର କରିଛନ୍ତି।ସେ ଟେଷ୍ଟ ଦଳ ରେ ସାମିଲ ହୋଇ ନିଜ ଖେଳର ବହୁତ ଭକ ପ୍ରଦର୍ଶନ କରିଥିଲେ।

ସେ ୨୦୦୪ ମସିହାରେ ଆରତୀ ଏହ୍ଲାବା ଙ୍କୁ ବିବାହ କରିଥିଲେ।ସେ ନିଜର ଜୀବନ ସାଥି ଭାବରେ ଆରତୀ ଙ୍କୁ ବାଛିଥିଲେ।ଆରତୀ ଜଣେ ବହୁତ ବଡ଼ ଓକିଲ ଙ୍କର ଝିଅ ଅଟନ୍ତି।ଦୁହେଁ ପୂର୍ବରୁ ପରସ୍ପରକୁ ବହୁତ ଭଲ ପାଉଥିଲେ ଏବଂ ଏହା ପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ବର୍ତ୍ତମାନ ଦୁହେଁ ବାଟ ଭଲ ରେ ନିଜର ଜୀବନ ଅତିବାହିତ କରୁଛନ୍ତି।

୩.ହରଭଂଜନ ସିଂହ-ସେ ଜଣେ ଉଚ୍ଚକୋଟୀର ଖେଳାଳି ଥିଲେ।ସେ ଭାରତ ର ଜଣେ ବହୁତ ଭଲ ସ୍ପିନର ଥିଲେ।ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳ ରେ ସାମିଲ ଥିଲେ।ନିଜର ଘାତକ ବୋଲିଂ ଦ୍ୱାରା ସେ ବିପକ୍ଷ ଦଳ ର ନିଦ ହଜାଇ ରଖିଥିଲେ।ସେ ନିଜ କ୍ୟାରିଅର ମଧ୍ୟରେ ଅନେକ ୱବିକେଟ ନେଇଛନ୍ତି।ଲୋକେ ତାଙ୍କୁ ଆଜି ମଧ୍ୟ ଝୁରୁଛନ୍ତି।ବର୍ତ୍ତମାନ ଆଲୋଚନା କରିବା ତାଙ୍କର ବୈବାହିକ ଜୀବନ ବିଷୟରେ।ସେ ଗୀତା ବସ୍ରଆ ଙ୍କୁ ବିବାହ କରିଥିଲେ।

ଗୀତା ଜଣେ ବଲିଉଡ ର ଅଭିନେତ୍ରୀ ଅଟନ୍ତି।ଭଜି ଙ୍କ ପ୍ରେମ କାହାଣୀ ଲଣ୍ଡନରେ ଆରମ୍ଭ ହୋଇଥିଲା।ସେ ଲଣ୍ଡନକୁ ଖେଳିବା ପାଇଁ ଯାଇଥିଲେ ଏବଂ ସେହି ସମୟରେ ଗୀତା ଙ୍କ ଉପରେ ତାଙ୍କର ହୃଦୟ ଆସିଯାଇଥିଲା।ଏହା ପରେ ତାଙ୍କ ଦୁହି ଜଣଙ୍କ ବିବାହ ହୋଇଥିଲା।ବର୍ତ୍ତମାନ ଦୁହେଁ ବହୁତ ଖୁସିରେ ନିଜର ବୈବାହିକ ଜୀବନ କାଟୁଛନ୍ତି।

୪.ଗୌତମ ଗମ୍ଭୀର-ଗୌତମ ଏକ ଜଣା ଶୁଣା କ୍ରିକେଟର ଅଟନ୍ତି।ସେ ନିଜର ବ୍ୟାଟିଂ ପାଇଁ ବହୁତ ପରିଚିତ ଅଟନ୍ତି।ବର୍ତ୍ତମାନ ସେ ଜଣେ ସାଂସଦ ଅଟନ୍ତି।ନିଜ କ୍ୟାରିଅର ରେ ସେ ବହୁତ ଭଲ ରନ କରିଛନ୍ତି।ସେ ଅନେକ ଅର୍ଦ୍ଧ ଶତକ ଓ ଶତକ ର ମାଲିକ ହୋଇ ପାରିଛନ୍ତି।ନିଜର ଧୂଆଁଦାର ବ୍ୟାଟିଂ ବଳ ରେ ସେ ଭାରତ କୁ ଅନେକ ଥର ବିଜୟ ର ମୁକୁଟ ପିନ୍ଧାଇଛନ୍ତି।ବର୍ତ୍ତମାନ ଆଲୋଚନା କରିବା ତାଙ୍କର ବୈବାହିକ ଜୀବନ ଵିଷୟ ରେ।ସେ ନିଜ ପିଲା ଦିନର ସାଥି ନତାଶା ଙ୍କୁ ବିବାହ କରିଛନ୍ତି।

ଏମାନେ ୨୦୧୧ ମସିହା ରେ ବିବାହ କରିଥିଲେ।ଏମାନଙ୍କ ପରିବାର ମଧ୍ୟରେ ୩୦ବର୍ଷ ର ବନ୍ଧୁତା ରହିଛି।କ୍ରିକେଟ ରେ ବତେ ସଫଳତା ପାଇଥିଲେ ମଧ୍ୟ ସେ ନତାଶା ଙ୍କୁ ଭୁଲି ନ ଥିଲେ।ବର୍ତ୍ତମାନ ସମୟରେ ଦୁହେଁ ବହୁତ ଖୁସି ରେ ଜୀବନ ଅତିବାହିତ କରୁଅଛନ୍ତି।

- Advertisement -
Ad image
Share This Article